ଆଜି ବେଲ୍‌ ନ ମିଳିଲେ ୧୯ ଯାଏ ଜେଲରେ ରହିବେ ଶାହାରୁଖଙ୍କ ପୁଅ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଆଜିର ଜାମିନ ଆବେଦନର ଶୁଣାଣି ବେଶ ଗୁରୁତ୍ୱପୂର୍ଣ୍ଣ। ଡ୍ରଗ୍ସ କାରବାର ମାମଲାର ତାଙ୍କୁ ଏନସିବି ୩ ତାରିଖରୁ ଗିରଫ କରିଥିଲେ ହେଁ ଏଯାଏ ତାଙ୍କର ବେଲ ହୋଇପାରୁନି। ବାରମ୍ବାର ଜାମିନର ଶୁଣାଣି ହେଉଥିଲେ ମଧ୍ୟ କୋର୍ଟ ତାଙ୍କୁ ଏଯାଏ ଆଶ୍ୱସ୍ତି ଦେଇନାହାନ୍ତି। ଆଜି ମଧ୍ୟ ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହେବ। ଆର୍ଯ୍ୟନଙ୍କ ଓକିଲ ଦିନ ୧୧ଟାରୁ କୋର୍ଟରେ ଥିଲେ […]

aryan

aryan

Hemant Lenka
  • Published: Thursday, 14 October 2021
  • Updated: 14 October 2021, 02:00 PM IST

Sports

Latest News

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଆଜିର ଜାମିନ ଆବେଦନର ଶୁଣାଣି ବେଶ ଗୁରୁତ୍ୱପୂର୍ଣ୍ଣ। ଡ୍ରଗ୍ସ କାରବାର ମାମଲାର ତାଙ୍କୁ ଏନସିବି ୩ ତାରିଖରୁ ଗିରଫ କରିଥିଲେ ହେଁ ଏଯାଏ ତାଙ୍କର ବେଲ ହୋଇପାରୁନି। ବାରମ୍ବାର ଜାମିନର ଶୁଣାଣି ହେଉଥିଲେ ମଧ୍ୟ କୋର୍ଟ ତାଙ୍କୁ ଏଯାଏ ଆଶ୍ୱସ୍ତି ଦେଇନାହାନ୍ତି।

ଆଜି ମଧ୍ୟ ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହେବ। ଆର୍ଯ୍ୟନଙ୍କ ଓକିଲ ଦିନ ୧୧ଟାରୁ କୋର୍ଟରେ ଥିଲେ ମଧ୍ୟ ଏନସିବିର ଓକିଲ ଠିକଣା ସମୟରେ ଆସି ନଥିଲେ। ଫଳରେ ଶୁଣାଣି ବିଳମ୍ବ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ତାଙ୍କର ଶୁଣାଣି ଚାଲିଛି।

ଆଜିର ଶୁଣାଣି ଆର୍ଯ୍ୟନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯଦି ଆଜି ତାଙ୍କୁ ଜାମିନ ନ ମିଳିବ, ତା’ହେଲେ ତାଙ୍କୁ ୧୯ ତାରିଖ ଯାଏ ଆର୍ଥର ଜେଲ୍‌ରେ ରହିବାକୁ ପଡ଼ିବ। କାରଣ ଦଶହରା ପାଇଁ ୧୫ ତାରିଖରୁ ୧୯ ତାରିଖ ଯାଏ ସମସ୍ତ ହାଇକୋର୍ଟ ଓ ସେସନ୍ସ କୋର୍ଟର କାମ ବନ୍ଦ ରହିବ। ତେଣୁ ଆର୍ଯ୍ୟନଙ୍କ ଜାମିନ ଆବେଦନର ନିଷ୍ପତ୍ତି ୧୯ ତାରିଖ ଯାଏ ହୋଇପାରିବ ନାହିଁ। ଫଳରେ ଆଜି ଆର୍ଯ୍ୟନଙ୍କ କେମିତି ଜାମିନ ପାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏନସିବି ପୂର୍ବଭଳି ଆଜି ମଧ୍ୟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିବ।

ଅକ୍ଟୋବର ୩ରେ କ୍ରୁଜ୍‌ରେ ଚାଲିଥିବା ପାର୍ଟି ଉପରେ ଚଢ଼ଉ କରି ଏନସିବି ଅନେକ ପ୍ରକାରର ଅସିଦ୍ଧ ନିଶାଦ୍ରବ୍ୟ ଠାବ କରିଥିଲା। ଏହି ଘଟଣାରେ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଥିଲେ। ଏହାର ପରବର୍ତ୍ତୀ ଅବସ୍ଥାରେ ଏନସିବିର ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଛି।

ଏନସିବି କହିଛି ଯେ ଆର୍ଯ୍ୟନ ଡ୍ରଗ୍ସ ସେବନ କରିବା ସହ ଏହାକୁ ପେଡେଲରମାନଙ୍କ ଠାରୁ ଆଣୁଥିଲେ। କିନ୍ତୁ ରେଡ୍‌ ବେଳେ ଆର୍ଯ୍ୟନଙ୍କ ପାଖରୁ କୌଣସି ନିଶାଦ୍ରବ୍ୟ ଠାବ ହୋଇ ନଥିବା ତାଙ୍କ ଓକିଲ ଯୁକ୍ତି ରଖିଛନ୍ତି। ଆର୍ଯ୍ୟନଙ୍କ ସମ୍ପର୍କ ଇଣ୍ଟରନ୍ୟାଶନାଲ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ଏନସିବି କହୁଥିଲେ ହେଁ ଏ ସମ୍ପର୍କରେ ଏଯାଏ ପ୍ରମାଣ ମିଳିନି। ତେଣୁ ଆର୍ଯ୍ୟନ ଆଜି ଜାମିନ ପାଇବେ ନା ଆଉ ଗୋଟିଏ ସପ୍ତାହ ତାଙ୍କୁ ଜେଲରେ ରହିବାକୁ ପଡ଼ିଛି, ସେକଥା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story