ଡୋଭାଲଙ୍କ ହସ୍ତକ୍ଷେପ ପରେ କଞ୍ଚାମାଲ ପଠାଇବାକୁ ରାଜି ହେଲା ଆମେରିକା

ନୂଆଦିଲ୍ଲୀ: ଭାରତର ଦାବି ଶୁଣିଲା ଆମେରିକା। ମୋଦି ସରକାରଙ୍କ ‘ଜେମ୍ସ ବଣ୍ଡ’ ତଥା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପରେ ଆମେରିକା ଯେଉଁ ପ୍ରସଙ୍ଗରେ ଭାରତର କଥା ଶୁଣିବାକୁ ରାଜି ହେଉନଥିଲା ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିଛି। ନିକଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲା। ଏବେ ଏହା ଉପରେ କୌଣସି […]

NSA Ajit Doval

NSA Ajit Doval

Subhransu Sekhar
  • Published: Sunday, 25 April 2021
  • Updated: 26 April 2021, 11:21 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ଦାବି ଶୁଣିଲା ଆମେରିକା। ମୋଦି ସରକାରଙ୍କ 'ଜେମ୍ସ ବଣ୍ଡ' ତଥା ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହସ୍ତକ୍ଷେପ ପରେ ଆମେରିକା ଯେଉଁ ପ୍ରସଙ୍ଗରେ ଭାରତର କଥା ଶୁଣିବାକୁ ରାଜି ହେଉନଥିଲା ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିଛି। ନିକଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଉପରୁ ପ୍ରତିବନ୍ଧକ ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲା। ଏବେ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ପାରିବନି ବୋଲି ସୋମବାର  ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସ୍ କହିଥିଲା

ତେବେ ଆଜି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଆମେରିକା କଞ୍ଚାମାଲ ତୁରନ୍ତ ପଠାଇବ ବୋଲି କହିଛି। କୋଭିଶିଲ୍ଡ ଉତ୍ପାଦନ ବୃଦ୍ଧି ପାଇଁ ଏହି କଞ୍ଚାମାଲ ଭାରତ ପାଇଁ ଅତ୍ୟନ୍ତ ଆବଶ୍ୟକତା ଥିଲା। ଆମେରିକାରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ ହୋଇଛି। ଏହି ନୀତିର ଅର୍ଥ ‘ଆମେରିକା ପ୍ରଥମ’। ତେଣୁ କୋଭିଡ୍ ବେଳେ ଆମେରିକା ଭାରତକୁ ସହଯୋଗ କରିପାରିବ ନାହିଁ ବୋଲି ଗତ ସୋମବାର କହିଥିଲା। ଏବେ କିନ୍ତୁ ଦୁଇ ଦେଶର ପ୍ରମୁଖି ଅଧିକାରୀ ଆଲୋଚନା କରିବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଛି।

କରୋନା ବିରୋଧରେ ମୁକାବିଲା କରିବା ପାଇଁ ମିଳିମିଶି ଲଢ଼େଇ ଜାରି ରହିବ ବୋଲି ଦୁଇ ଅଧିକାରୀ ମଧ୍ୟ କହିଛନ୍ତି। ଏହାବାଦ ସଲିଭାନ୍ କହିଛନ୍ତି ଯେ ତାଙ୍କ ଦେଶ ସ୍ପୀଡ୍ ଡାଇଗ୍ନୋଷ୍ଟିକ୍, ଟେଷ୍ଟ କିଟ୍, ଭେଣ୍ଟିଲେଟର ଏବଂ ପିପିଏ କିଟ୍ ଭାରତକୁ ପଠାଇବ।

https://twitter.com/JakeSullivan46/status/1386359529865162752?s=20

ଭାରତରେ କୋଭିଡ ପରିସ୍ଥିତିକୁ ଦେଖି ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ସରକାରଙ୍କୁ ହସ୍ତକ୍ଷେପକୁ କରିବାକୁ ଚାପ ପକାଇଥିଲା। ତୁରନ୍ତ ଟିକା ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଔଷଧ, ଉପକରଣ ଆଦି ଭାରତକୁ ପଠାଇବା ପାଇଁ ଚାପ ପକାଇଥିଲା। ଆଉ ହ୍ୱାଇଟ୍ ହାଉସରେ ଏ ପ୍ରସଙ୍ଗରେ କିଛି ଘଣ୍ଟା ଆଲୋଚନା ହେବାପରେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଗତକାଲି କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story