ମହାରାଷ୍ଟ୍ରରେ ଜଣେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ: କେନ୍ଦ୍ରମନ୍ତ୍ରୀ

ଔରଙ୍ଗାବାଦ: ରାଜନୀତିରେ ଜାତିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ। ମହାରାଷ୍ଟ୍ରରେ ଜଣେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା ଥିବା କହିଛନ୍ତି। ରାଓସାହେବଙ୍କ  ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଦୁଇଟି ପ୍ରସ୍ତାବ ଦେଇଥିଲେ ମହାରାଷ୍ଟ୍ରରେ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର। ପ୍ରଥମ ପ୍ରସ୍ତାବଟି ହେଉଛି ଜଣେ ତୃତୀୟ ଲିଙ୍ଗୀଙ୍କୁ  ମୁଖ୍ୟମନ୍ତ୍ରୀ କରାଯାଉ ନଚେତ ଯେକୌଣସି ଜାତିରୁ ଜଣେ ବ୍ୟକ୍ତିଙ୍କୁ ଯାହାର ବିଧାନସଭାଭାରେ ୧୪୫ ଜଣଙ୍କର ସମର୍ଥନ ଥିବ ସେ ମୁଖ୍ୟମନ୍ତ୍ରୀ […]

bhman

bhman

Tapas Behera
  • Published: Thursday, 05 May 2022
  • Updated: 05 May 2022, 03:56 PM IST

Sports

Latest News

ଔରଙ୍ଗାବାଦ: ରାଜନୀତିରେ ଜାତିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ। ମହାରାଷ୍ଟ୍ରରେ ଜଣେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା ଥିବା କହିଛନ୍ତି। ରାଓସାହେବଙ୍କ  ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଦୁଇଟି ପ୍ରସ୍ତାବ ଦେଇଥିଲେ ମହାରାଷ୍ଟ୍ରରେ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର। ପ୍ରଥମ ପ୍ରସ୍ତାବଟି ହେଉଛି ଜଣେ ତୃତୀୟ ଲିଙ୍ଗୀଙ୍କୁ  ମୁଖ୍ୟମନ୍ତ୍ରୀ କରାଯାଉ ନଚେତ ଯେକୌଣସି ଜାତିରୁ ଜଣେ ବ୍ୟକ୍ତିଙ୍କୁ ଯାହାର ବିଧାନସଭାଭାରେ ୧୪୫ ଜଣଙ୍କର ସମର୍ଥନ ଥିବ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଅଜିତ ପାୱାରଙ୍କ ଏହି ବୟାନ ପରେ କେନ୍ଦ୍ରମନ୍ତ୍ରୀ  ରାଓସାହେବ ମୁଖ୍ୟମନ୍ତ୍ରୀ ଆସନରେ ବ୍ରାହ୍ମଣ ଚେହେରା ପ୍ରସଙ୍ଗ ଉଠାଇଛନ୍ତି। ଔରଙ୍ଗାବାଦର ଜାଲନାରେ ମଙ୍ଗଳବାର ଆୟୋଜିତ ପର୍ଶୁରାମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଓସାହେବ। ବ୍ରାହ୍ମଣ ବର୍ଗର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରିଥିଲେ।  ଏହି କାର୍ଯ୍ୟକ୍ରମରେ ଜଣେ ଅତିଥି ସ୍ଥାନୀୟ ପୌର ନିର୍ବାଚନରେ ବ୍ରାହ୍ମଣ ବର୍ଗକୁ ଅଧିକ ସୁଯୋଗ ଦିଆଯାଉ ବୋଲି  ଦାବି କରିଥିଲେ। ପ୍ରତିକ୍ରିୟାରେ ସେଠାରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଦାନଭେ କହିଛନ୍ତି ଯେ, ମୁଁ କେବଳ ବ୍ରାହ୍ମଣ  କର୍ପୋରେଟର କିମ୍ବା ମେୟର ହୁଅନ୍ତୁ ଚାହୁଁ ନାହିଁ  ଜଣେ ଜଣେ ବ୍ରାହ୍ମଣ ମୁଖ୍ୟମନ୍ତ୍ର ଆସନରେ ଆସିନ୍ନ ହୁଅନ୍ତୁ ତାହା ମୁଁ  ଦେଖିବାକୁ ଚାହେଁ। ଗତ ବିଧାନସଭା ନିର୍ବାଚନ ପାଇଁ ସେ ଉତ୍ତରାଖଣ୍ଡ ଏହଂ ଉତ୍ତରପ୍ରଦେଶ ପାଇଁ ପ୍ରଚାର କରିଥିବା କହିଛନ୍ତି। ରାଜନୀତିରେ ଏତେ ମାତ୍ରାରେ ଜାତିବାଦ ପ୍ରବେଶ କରିସାରିଛି ଯେ, ଏହାକୁ ଅଶ୍ୱୀକାର କରିହେବନି।

କିନ୍ତୁ ଜଣେ ନେତା ସବୁ ବର୍ଗକୁ ଏକାଠି କରି ନେଇ ପାରୁଥିବା ଦରକାର ବୋଲି ସେ କହିଛନ୍ତି। ଦାନଭେଙ୍କ ମନ୍ତବ୍ୟକୁ ନେଇ ଗୁରୁବାର ମହରାଷ୍ଟ୍ରର ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ। ଜବାବରେ ରାଜ୍ୟରେ ଯେ, କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story