ବାପାର ଭୁଲ ପାଇଁ ଚାଲିଗଲା ଝିଅର ଜୀବନ!

ଚେନ୍ନାଇ: ଝିଅର ଚିକିତ୍ସା ପାଇଁ ଡାକ୍ତର ପରିବର୍ତ୍ତେ ଗୁଣିଆକୁ ବାଛିଲା ବାପା। ଆଉ ଆବଶ୍ୟକ ଚିକିତ୍ସାର ଅଭାବରୁ ଚାଲିଗଲା ୧୯ ବର୍ଷୀୟ ଝିଅର ଜୀବନ। ତାମିଲନାଡୁ ରାମନାଥପୁରମ ଜିଲ୍ଲାର ଜଣେ ଯୁବତୀଙ୍କର ମୃତ୍ୟୁ ଏହି କାରଣ ପାଇଁ ହୋଇଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ଥାରାଣି। ଯୁବତୀ ଜଣଙ୍କ ଟାଇଫଏଡର ଶିକାର ହୋଇଥିଲେ। ହେଲେ ଯୁବତୀଙ୍କ ବାପା ବୀର ସେଲଭମ ଭାବିଲେ ତାଙ୍କ ଝିଅ ଭୂତ, ପ୍ରେତର ଶିକାର ହୋଇଛନ୍ତି। ତେଣୁ ସେ ଡାକ୍ତରଖାନା ପରିବର୍ତ୍ତେ ଝିଅକୁ […]

woman-dies-after-father-tak

woman-dies-after-father-tak

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 05:05 PM IST

Sports

Latest News

ଚେନ୍ନାଇ: ଝିଅର ଚିକିତ୍ସା ପାଇଁ ଡାକ୍ତର ପରିବର୍ତ୍ତେ ଗୁଣିଆକୁ ବାଛିଲା ବାପା। ଆଉ ଆବଶ୍ୟକ ଚିକିତ୍ସାର ଅଭାବରୁ ଚାଲିଗଲା ୧୯ ବର୍ଷୀୟ ଝିଅର ଜୀବନ। ତାମିଲନାଡୁ ରାମନାଥପୁରମ ଜିଲ୍ଲାର ଜଣେ ଯୁବତୀଙ୍କର ମୃତ୍ୟୁ ଏହି କାରଣ ପାଇଁ ହୋଇଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ଥାରାଣି।

ଯୁବତୀ ଜଣଙ୍କ ଟାଇଫଏଡର ଶିକାର ହୋଇଥିଲେ। ହେଲେ ଯୁବତୀଙ୍କ ବାପା ବୀର ସେଲଭମ ଭାବିଲେ ତାଙ୍କ ଝିଅ ଭୂତ, ପ୍ରେତର ଶିକାର ହୋଇଛନ୍ତି। ତେଣୁ ସେ ଡାକ୍ତରଖାନା ପରିବର୍ତ୍ତେ ଝିଅକୁ ଗୁଣିଆ ପାଖକୁ ନେଇ ଯାଇଥିଲେ। ଆଉ ତାନ୍ତ୍ରିକ ଜଣଙ୍କ ଯୁବତୀଙ୍କୁ ଚେଙ୍କ ଚିକିତ୍ସା ଦେଇଥିଲେ। ପରେ ଯୁବତୀ ଜଣଙ୍କ ଆହୁରି ଗୁରୁତର ହୋଇପଡ଼ିଥିଲେ। ଏହାପରେ ବୀର ସେଲଭମ ଝିଅକୁ ଉଚିପୁଲି ହସ୍ପିଟାଲକୁ ଆଣିଥିଲେ। ହେଲେ ସେଠାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ବେକରେ ଏବଂ ତାଙ୍କ ପିଠିରେ ଚେଙ୍କ ଦାଗ ରହିଥିବା ପୁଲିସ କହିଛି।

ପୁଲିସ ମାମଲାର ତଦନ୍ତ କରି କହିଛି, ଯୁବତୀ ଜଣଙ୍କ କିଛି ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ବାପା ବିଶ୍ୱାସ କରୁଥିଲେ ଯେ ବୋଧେ କୌଣସି ଭୂତ ଝିଅର ଶରୀରରେ ପ୍ରବେଶ କରିଛି। ଝିଅର ମା’ ୯ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ଝିଅ କିନ୍ତୁ ମା’ର କବରସ୍ଥାନକୁ ଏବେ ବି ଯାଏ। ଅନ୍ତିମ ଥର ପାଇଁ ଯୁବତୀ ଜଣଙ୍କ ତାଙ୍କ ମା’ଙ୍କ କବରସ୍ଥାନରୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ବୀର ସେଲଭମ ଅସୁସ୍ଥ ଝିଅକୁ ହସ୍ପିଟାଲ ପରିବର୍ତ୍ତେ ଗୁଣିଆ ପାଖକୁ ନେଇଯାଇଥିଲେ ବୋଲି ପୁଲିସ କହିଛି।

ତେବେ ହସ୍ପିଟାଲକୁ ଝିଅକୁ ଆଣିବା ପରେ ଡାକ୍ତର ସମସ୍ତ ପରୀକ୍ଷା କରିଥିଲେ। ଯେଉଁଥିରୁ ଜଣାପଡ଼ିଥିଲା ଯୁବତୀ ଜଣଙ୍କ ଟାଇଫଏଡର ଶିକାର ହୋଇଥିଲେ। ହେଲେ ଶରୀରରେ ଏକ ବ୍ୟାକଟେରିଆ ଘାତକ ରୂପ ନେଇସାରିଥିବାରୁ ଯୁବତୀଙ୍କ ଶରୀର ଗୁରୁତର ହୋଇ ପଡ଼ିଥିଲା। ପୁଲିସ ଏବେ ମୃତକଙ୍କ ସମ୍ପର୍କୀୟକୁ ଏ ପ୍ରସଙ୍ଗରେ ଜେରା କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଆବଶ୍ୟକ ତଦନ୍ତ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story