ବିଶ୍ୱର ସବୁଠାରୁ ଦାମୀ ଔଷଧ: ଗୋଟିଏ ଡୋଜ୍‌କୁ ୧୮ କୋଟି ଟଙ୍କା

ଲଣ୍ଡନ: ବିଶ୍ୱର ସବୁଠାରୁ ଦାମୀ ଔଷଧକୁ ମିଳିଛି ଅନୁମୋଦନ। ବିଟ୍ରେନ୍‌ର ଜାତୀୟ ସ୍ୱାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ବିରଳ ‘ଜୋଲଜେନ୍‌ସମା’ ଔଷଧକୁ ମଞ୍ଜୁରୀ ଦେଇଛି। ନୋଭାର୍ଟିସ୍‌ ଜିନ୍‌ ଥେରାପିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ଗୋଟିଏ ଡୋଜ୍‌ର ଦାମ ପ୍ରାୟ ୧.୭୯ ଲକ୍ଷ ପାଉଣ୍ଡ୍‌ ବା ୧୮ କୋଟି ଟଙ୍କା। ଏହି ଔଷଧ ବିରଳ ଧରଣର ଆନୁବଂଶିକ ବ୍ୟତିକ୍ରମ ଦୂର କରିବାରେ ସହାୟକ ହେବ ବୋଲି କମ୍ପାନୀ କହିଛି। ଏହି ଦାମୀ ଔଷଧ ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ), […]

expensive-drug

expensive-drug

Hemant Lenka
  • Published: Wednesday, 10 March 2021
  • Updated: 10 March 2021, 07:31 AM IST

Sports

Latest News

ଲଣ୍ଡନ: ବିଶ୍ୱର ସବୁଠାରୁ ଦାମୀ ଔଷଧକୁ ମିଳିଛି ଅନୁମୋଦନ। ବିଟ୍ରେନ୍‌ର ଜାତୀୟ ସ୍ୱାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ବିରଳ ‘ଜୋଲଜେନ୍‌ସମା’ ଔଷଧକୁ ମଞ୍ଜୁରୀ ଦେଇଛି। ନୋଭାର୍ଟିସ୍‌ ଜିନ୍‌ ଥେରାପିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ଗୋଟିଏ ଡୋଜ୍‌ର ଦାମ ପ୍ରାୟ ୧.୭୯ ଲକ୍ଷ ପାଉଣ୍ଡ୍‌ ବା ୧୮ କୋଟି ଟଙ୍କା।

ଏହି ଔଷଧ ବିରଳ ଧରଣର ଆନୁବଂଶିକ ବ୍ୟତିକ୍ରମ ଦୂର କରିବାରେ ସହାୟକ ହେବ ବୋଲି କମ୍ପାନୀ କହିଛି। ଏହି ଦାମୀ ଔଷଧ ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ), ମାଂସପେଶୀରେ ଦୁର୍ବଳତା ଓ ଆନୁବଂଶିକ ରୋଗକୁ ଭଲ କରିପାରିବ ବୋଲି ଏନ୍‌ଏଚ୍‌ଏସ୍‌ କହିଛି।

ଏସ୍‌ଏମ୍‌ଏରେ ପୀଡ଼ିତ ଶିଶୁ ଓ ଛୋଟ ପିଲାଙ୍କଠାରେ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ। ଏସ୍‌ଏମ୍‌ଏଏ ଟାଇପ୍‌-୧ ସହ ଜନ୍ମିତ ଶିଶୁମାନଙ୍କର ଜୀବନଧାରଣ କ୍ଷମତା ମାତ୍ର ୨ ବର୍ଷ ଥାଏ। ସେମାନଙ୍କୁ ‘ଜୋଲଜେନ୍‌ସମା’ ଦେଲେ ଏହି ଅସୁବିଧା ଦୂର ହୋଇଥାଏ।

ଜୀବନ ରକ୍ଷାକାରୀ ‘ଜୋଲଜେନ୍‌ସମା’ର ଉପଚାର ଦ୍ୱାରା ଅସୁସ୍ଥ ଶିଶୁ ବିନା ସହାୟତାରେ ନିଜେ ଠିଆ ହୋଇ ଚାଲିପାରିବେ, ବିନା ଭେଣ୍ଟିଲେଟର୍‌ରେ ଶ୍ୱାସକ୍ରିୟା କରିପାରିବେ ଓ ବିନା ସହାୟତାରେ ସବୁ କାମ କରିପାରିବେ। ଏହି ଔଷଧରେ ରହିଥିବା onasemnogene abeparvovec ଶରୀରର ସ୍ନାୟୁ ଭିତରକୁ ସିଧାସଳଖ ପ୍ରବେଶ କରି ଜିନ୍‌ ବା ଜନନ କୋଷିକାକୁ ରିଷ୍ଟୋର କରିଥାଏ।

ଏହାଦ୍ୱାରା ଶରୀରରେ ସ୍ନାୟୁ ସଞ୍ଚାଳନ ଓ ମାଂସପେଶୀକୁ ଚଳାଚଳ କରିବା ପାଇଁ ଆବଶ୍ୟକ ପ୍ରୋଟିନ୍‌ ବିକଶିତ ହୋଇଥାଏ। ଘାତକ ରୋଗରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଓ ଶିଶୁଙ୍କ ଜୀବନ ଏହା ବଦଳାଇବାରେ ସହାୟକ ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ବ୍ରିଟେନ୍‌ ଏନ୍‌ଏଚ୍‌ଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସାର୍‌ ସାଇମନ୍‌ ଷ୍ଟିଭେନ୍‌ସ କହିଛନ୍ତି।

ସେ କହିଛନ୍ତି, ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି ଯୋଗୁ ଶିଶୁ ଓ ଛୋଟ ପିଲା ପ୍ରାଣ ହରାଉଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ଏନଏଚଏସ୍‌ରେ ଔଷଧ ବାହାର କରିବାକୁ ପ୍ରୟାସ କରିଥିଲା। ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଜୋଲଜେନସମାକୁ ବିକଶିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story