ଜୋମାଟୋର ସହ ପ୍ରତିଷ୍ଠାତା ଜିଜିଙ୍କ ଇସ୍ତଫା

ମୁମ୍ବାଇ: ଲୋକଙ୍କ ପାଖରେ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ପହଞ୍ଚାଉଥିବା ଜୋମାଟୋର ସହ ପ୍ରତିଷ୍ଠା ଗୌରବ ଗୁପ୍ତା (ଜିଜି) ଆଜି ଏହି ସଂସ୍ଥାକୁ ବାଏବାଏ କହିଛନ୍ତି। ସେ ଗୋଟିଏ ବ୍ଲଗପୋଷ୍ଟ କରି ଜୋମାଟୋ ସହ ସମ୍ପର୍କଚ୍ଛିନ୍ନ କରିଥିବା ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଜିଜି ୨୦୧୫ରେ ଜୋମାଟୋରେ ଯୋଗଦେଇଥିଲେ। ୨୦୧୮ରେ ପଦୋନ୍ନତି ପାଇ ସେ କମ୍ପାନୀର ସିଓଓ ଏବଂ ୨୦୧୯ରେ ସହ ପ୍ରତିଷ୍ଠାତା ହୋଇଥିଲେ। ଏବେ ସେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ସେ ଗୋଟିଏ […]

GG

GG

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 05:52 PM IST

Sports

Latest News

ମୁମ୍ବାଇ: ଲୋକଙ୍କ ପାଖରେ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ପହଞ୍ଚାଉଥିବା ଜୋମାଟୋର ସହ ପ୍ରତିଷ୍ଠା ଗୌରବ ଗୁପ୍ତା (ଜିଜି) ଆଜି ଏହି ସଂସ୍ଥାକୁ ବାଏବାଏ କହିଛନ୍ତି। ସେ ଗୋଟିଏ ବ୍ଲଗପୋଷ୍ଟ କରି ଜୋମାଟୋ ସହ ସମ୍ପର୍କଚ୍ଛିନ୍ନ କରିଥିବା ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

ଜିଜି ୨୦୧୫ରେ ଜୋମାଟୋରେ ଯୋଗଦେଇଥିଲେ। ୨୦୧୮ରେ ପଦୋନ୍ନତି ପାଇ ସେ କମ୍ପାନୀର ସିଓଓ ଏବଂ ୨୦୧୯ରେ ସହ ପ୍ରତିଷ୍ଠାତା ହୋଇଥିଲେ। ଏବେ ସେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

ସେ ଗୋଟିଏ ଆଭ୍ୟନ୍ତରୀଣ ଇ-ମେଲ୍‌ରେ କହିଛନ୍ତି, “ମୁଁ ମୋ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି। ଏବେ ମୁଁ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବି। ବିଗତ ୬ ବର୍ଷ ମଧ୍ୟରେ ଜୋମାଟୋରୁ ଶିକ୍ଷାଲାଭ କରିଥିବା ବିଷୟବସ୍ତକୁ ମୁଁ ମୋର ନୂଆ ଅଧ୍ୟାୟରେ ବ୍ୟବହାର କରିବି।

ଜୋମାଟୋକୁ ଆଗକୁ ନେବା ପାଇଁ ଆମ ପାଖରେ ଗୋଟିଏ ଭଲ ଟିମ ରହିଛି। ଏବେ ମୋତେ ମୋ ଯାତ୍ରାକୁ ଆଗକୁ ନେବା ପାଇଁ ଅଲଗା ରାସ୍ତା ବାଛିବାକୁ ପଡ଼ିବ। ମୁଁ ଏକଥା ଲେଖିବା ବେଳେ ବେଶ ଭାବବିହ୍ୱଳ ହୋଇ ଯାଉଛି। ମୁଁ ଏବେ କ’ଣ ଭାବୁଛି, ସେକଥା ଶବ୍ଦରେ ବୟାନ କରିବା କଷ୍ଟକର।”

ଏହାର ଜବାବରେ ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ କହିଛନ୍ତି, “ଧନ୍ୟବାଦ ଗୌରବ ଗୁପ୍ତା। ଜୋମାଟୋ ସହ ଆପଣଙ୍କ ବିଗତ ୬ ବର୍ଷ ବେଶ ଭଲ ରହିଥିଲା। ଆମେ ବହୁତ ଆଗକୁ ମଧ୍ୟ ବଢ଼ିପାରିଛୁ। ଆମକୁ ଆହୁରି ଆଗକୁ ଯିବାର ଅଛି। ମୁଁ ଧନ୍ୟ ଯେ ଆମ ପାଖରେ ବହୁତ ଭଲ ଟିମ ଓ ନେତୃତ୍ୱ ନେବାର ଲୋକମାନେ ଅଛନ୍ତି।”

ଗୌରବ ଗୁପ୍ତା ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିବା ବେଳେ ଆଇଆଇଏମ କ୍ୟାଲକାଟାରୁ ଏମବିଏ କରିଥିଲେ। ସେପ୍ଟେମ୍ବର ୧୭ରୁ ଜୋମାଟୋ ତା’ର ଗ୍ରୋସରୀ ଡେଲିଭରୀ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଘୋଷାଣର କିଛି ଦିନ ପରେ ହିଁ ଗୌରବ କମ୍ପାନୀରୁ ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story