ଏୟାରସେଲ୍-ମାକ୍ସିସ ମାମଲା: ଚିଦାମ୍ୱରମ ଓ କାର୍ତ୍ତୀଙ୍କୁ ମିଳିଲା ଆଗୁଆ ଜାମିନ୍

ନୂଆଦିଲ୍ଲୀ: ଏୟାରସେଲ୍-ମାକ୍ସିସ ମାମଲାରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଏହି କୋର୍ଟ। ଏୟାରସେଲ୍-ମାକ୍ସିସ ମାମଲାରେ ଇଡି ଜାମିନ୍ ନଦେବାକୁ ନିବେଦନ କରିଥିଲା। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଜାମିନ୍ ପ୍ରଦାନ କରିବା ବେଳେ ଚିଦାମ୍ୱରମ ଓ ତାଙ୍କ ପୁଅଙ୍କୁ କୌଣସି ପ୍ରକାର ପ୍ରମାଣ ଯେମିତି […]

P-Chidambaram-and-Karti-Chidambaram

P-Chidambaram-and-Karti-Chidambaram

Subhransu Sekhar
  • Published: Thursday, 05 September 2019
  • Updated: 05 September 2019, 03:44 PM IST

Sports

Latest News

ନୂଆଦିଲ୍ଲୀ: ଏୟାରସେଲ୍-ମାକ୍ସିସ ମାମଲାରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଏହି କୋର୍ଟ। ଏୟାରସେଲ୍-ମାକ୍ସିସ ମାମଲାରେ ଇଡି ଜାମିନ୍ ନଦେବାକୁ ନିବେଦନ କରିଥିଲା।

ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଜାମିନ୍ ପ୍ରଦାନ କରିବା ବେଳେ ଚିଦାମ୍ୱରମ ଓ ତାଙ୍କ ପୁଅଙ୍କୁ କୌଣସି ପ୍ରକାର ପ୍ରମାଣ ଯେମିତି ପ୍ରଭାବିତ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି। ଏଥିସହ ତଦନ୍ତ ବେଳେ ସମସ୍ତ ସହଯୋଗ କରିବା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପ୍ରଥମେ ସୁପ୍ରିମକୋର୍ଟ ଆଇଏନଏକ୍ସ ମିିଡିଆ ଦୁର୍ନୀତି ମାମଲାରେ ପି. ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ମନା କରିଦେଇଥିଲେ। ଏଥିସହ ତଳ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ୨୦୦୬ରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଏୟାରସେଲ୍-ମାକ୍ସିସ ଡିଲକୁ ମଞ୍ଜୁରୀ ଦେଇଥିଲେ। ଯେଉଁଥିପାଇଁ ସେ ଆର୍ଥିକ ଲାଭ ପାଇଥିଲେ ବୋଲି ଇଡି କହିଛି। ଏ ନେଇ ସମସ୍ତ ପ୍ରମାଣ ମଧ୍ୟ ରଖିଛି ବୋଲି ଇଡି ପୂର୍ବରୁ କହିସାରିଛି।

ବାପ ଓ ପୁଅଙ୍କୁ ଜାମିନ୍ ପ୍ରଦାନ କଲେ ପ୍ରମାଣ ନଷ୍ଟ କରିଦେବେ ବୋଲି ଇଡି କୋର୍ଟରେ ଦର୍ଶାଇଥିଲା। ଏହାପରେ କୋର୍ଟ ସମସ୍ତ ପକ୍ଷ ଶୁଣି ଚିଦାମ୍ୱରମ ଓ ତାଙ୍କ ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ହେପାଜତରେ ଅଛନ୍ତି ଚିଦାମ୍ୱରମ। ଆଜି ସିବିଆଇ କୋର୍ଟରେ ଚିଦାମ୍ୱରମଙ୍କୁ ସିବିଆଇ ହାଜର କରିବ। ଏହି ସମୟରେ ଏୟାରସେଲ୍-ମାକ୍ସିସ୍ ମାମଲାରେ ପଚରା ଉଚରା କରିବା ପାଇଁ ଇଡି ସିବିଆଇ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story