ଆଇଏସଆଇ ଟାର୍ଗେଟରେ ଜମ୍ମୁ-କାଶ୍ମୀର; ହାଇଆଲର୍ଟ ଜାରି

ଶ୍ରୀନଗର: ପଠାନକୋଟ ଏୟାରବେସ୍ ଉପରେ ଆତଙ୍କବାଦୀ  ଆକ୍ରମଣ ପରେ ଆଇଏସଆଇ ପୁଣି ଜମ୍ମୁ-କାଶ୍ମୀରରେ ଏକ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା  ଗୁଇନ୍ଦା  ବିଭାଗ ପକ୍ଷରୁ ସୂଚନା ମିଳିଛି।  ସେଥିପାଇଁ ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀମାନଙ୍କର ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହୁଏ ତୁରନ୍ତ ଜଣାଇବା ପାଇଁ କୁହାଯାଇଛି।  ଏଥିପାଇଁ  ଅନେକ କମାଣ୍ଡୋ ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୧୦୦ ଜଣ କମାଣ୍ଡୋ ଅଛନ୍ତି। ଆଇଏସଆଇ ଆତଙ୍କବାଦୀ ସଂଗଠନ ଜରିଆରେ  ସେନା କ୍ୟାମ୍ପ, […]

army -

army -

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 09:59 AM IST

Sports

Latest News

ଶ୍ରୀନଗର: ପଠାନକୋଟ ଏୟାରବେସ୍ ଉପରେ ଆତଙ୍କବାଦୀ  ଆକ୍ରମଣ ପରେ ଆଇଏସଆଇ ପୁଣି ଜମ୍ମୁ-କାଶ୍ମୀରରେ ଏକ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା  ଗୁଇନ୍ଦା  ବିଭାଗ ପକ୍ଷରୁ ସୂଚନା ମିଳିଛି।  ସେଥିପାଇଁ ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀମାନଙ୍କର ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହୁଏ ତୁରନ୍ତ ଜଣାଇବା ପାଇଁ କୁହାଯାଇଛି।  ଏଥିପାଇଁ  ଅନେକ କମାଣ୍ଡୋ ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୧୦୦ ଜଣ କମାଣ୍ଡୋ ଅଛନ୍ତି।

ଆଇଏସଆଇ ଆତଙ୍କବାଦୀ ସଂଗଠନ ଜରିଆରେ  ସେନା କ୍ୟାମ୍ପ, ପୋଲିସ୍ ଷ୍ଟେସନ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା  ପାଇଁ ଟାର୍ଗେଟ କରିଛନ୍ତି। ସେଥିପାଇଁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଛି।

ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରରେ  ଗତ ସପ୍ତାହ ସମର୍ଥିତ  ଆଇଏସଆଇ ଆତଙ୍କୀ ସଂଗଠନ ଜୈସ–ଏ-ମୋହମଦ, ଲସ୍କର-ଏ-ତୈଇବା ଏବଂ ହିଜବୁଲ ସହ ଜମ୍ମୁ-କାଶ୍ମୀର ଉପରେ ଆକ୍ରମଣ କରିବାକୁ  ଯୋଜନା କରୁଥିବା ଖୁପିଆ ଏଜେନ୍ସି ପକ୍ଷରୁ  କୁହାଯାଇଛି।

 ଏକ ରିପୋର୍ଟ ଜଣାପଡ଼ିଛି,  ଆଇଏସଆଇ କାଶ୍ମୀର ଉପରେ ଆକ୍ରମଣ କରିବା ଯୋଜନାକୁ ସଫଳ କରିବା ପାଇଁ  ସବୁ ଆତଙ୍କୀ ସଂଗଠନକୁ ଏକଜୁଟ୍ କରୁଛି।  ଜମ୍ମୁ-କାଶ୍ମୀର ଉପରେ  ଆକ୍ରମଣ ପରେ ଆତଙ୍କୀମାନେ ସାଧାରଣ ଲୋକଙ୍କ ସହ ମିଶିଯିବାକୁ କୁହାଯାଇଛି, ଯେପରି ତାଙ୍କୁ କେହି ଜାଣିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story