ଆପ୍ ନୋଟିସ୍: ଜବାବ ରଖିଲେ ପ୍ରଶାନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଏହାର ବରିଷ୍ଠ ନେତା ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କ ନିକଟକୁ ପଠାଯାଇଥିଲା ନୋଟିସ୍। ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ଜବାବ ରଖିବାକୁ ଏହି ଦୁଇ ନେତାଙ୍କୁ କୁହାଯାଇଥିଲା । ସୋମବାର ନିଜର ଜବାବ ରଖିଛନ୍ତି ପ୍ରଶାନ୍ତ ଭୂଷଣ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଖଣ୍ଡନ କରି ସେ ଆପର ଜାତୀୟ ଶୃଙ୍ଖଳା କମିଟି ଗଠନ ଉପରେ ପ୍ରଶ୍ନ କରିଛନ୍ତି। ପ୍ରଶାନ୍ତ ତାଙ୍କ […]

Prashant

Prashant

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:19 AM IST

Sports

Latest News

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଏହାର ବରିଷ୍ଠ ନେତା ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କ ନିକଟକୁ ପଠାଯାଇଥିଲା ନୋଟିସ୍। ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ଜବାବ ରଖିବାକୁ ଏହି ଦୁଇ ନେତାଙ୍କୁ କୁହାଯାଇଥିଲା । ସୋମବାର ନିଜର ଜବାବ ରଖିଛନ୍ତି ପ୍ରଶାନ୍ତ ଭୂଷଣ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଖଣ୍ଡନ କରି ସେ ଆପର ଜାତୀୟ ଶୃଙ୍ଖଳା କମିଟି ଗଠନ ଉପରେ ପ୍ରଶ୍ନ କରିଛନ୍ତି। ପ୍ରଶାନ୍ତ ତାଙ୍କ ଜବାବରେ ଲେଖିଛନ୍ତି ଯେ ଏହି କମିଟିକୁ କିଏ ଗଢ଼ିଲା ଓ କିପରି ଗଢ଼ା ଗଲା ସେ ସଂପର୍କରେ ତାଙ୍କୁ ଜଣାନାହିଁ। ସେହିପରି ଗତ ମାର୍ଚ୍ଚ ୨୮ ତାରିଖରେ ଅନୁଷ୍ଠିତ ହୋଇଥିବା ଆପ୍ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବେଆଇନ ଓ ଅସାମ୍ବିଧାନିକ ବୋଲି ସେ ଲେଖିଛନ୍ତି। ଉକ୍ତ ବୈଠକ ପରଠାରୁ ଦଳ ନେଇଥିବା ସମସ୍ତ ନିଷ୍ପତ୍ତି ମଧ୍ୟ ବେଆଇନ ବୋଲି ଏହି ବରିଷ୍ଠ ଓକିଲ ଜଣଙ୍କ କହିଛନ୍ତି।

ଆପ୍ ନେତା ପଙ୍କଜ ଗୁପ୍ତାଙ୍କ ନିକଟକୁ ପ୍ରଶାନ୍ତ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଯୋଗେନ୍ଦ୍ର ଯାଦବ ଓ ତାଙ୍କ ନିକଟକୁ ପଠାଯାଇଥିବା ନୋଟିସରେ ଯେଉଁ ଅଭିଯୋଗ ଅଣାଯାଇଛି ସେଗୁଡ଼ିକ ମାର୍ଚ୍ଚ ୧୦ ତାରିଖରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ଏକ ପ୍ରେସ୍ ଇସ୍ତାହାରରେ ଉଠାଇଥିବା ଅଭିଯୋଗଗୁଡ଼ିକ ସହିତ ସମାନ।

ପ୍ରଶାନ୍ତ ଆହୁରି ମଧ୍ୟ ଲେଖିଛନ୍ତି ଯେ ଖେତନ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସବୁ ଅଭିଯୋଗ ପାଇଁ କ୍ଷମା ମଧ୍ୟ ମାଗିଥିଲେ।

ଦଳ ବିରୋଧୀ କାର୍ଯ୍ୟ ନେଇ ଯୋଗେନ୍ଦ୍ର ଯାଦବ ଓ ପ୍ରଶାନ୍ତ ଭୂଷଣଙ୍କ ସହିତ ଆନନ୍ଦ କୁମାର ଏବଂ ଅଜିତ ଝାଙ୍କ ନିକଟକୁ ଶେଷ ନୋଟିସ୍ ପଠାଇଥିଲା ଆପ୍। ଏହି ଚାରି ଜଣଙ୍କୁ ଦଳର ସମସ୍ତ ପଦପଦବୀରୁ ଦାୟିତ୍ୱମୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story