ଜେଲରେ ଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବିବାହ ଲାଗି  କୋର୍ଟ‌ଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତାମିଲନାଡୁରେ ୨୦୦୮ରେ ଏକ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥବା ଇରଫାନଙ୍କୁ ବୁଧବାର ମାଡ୍ରାସ ହାଇକୋର୍ଟ ବଳାତ୍କାର ମାମଲାରେ ଜାମିନ ଦେଇଛନ୍ତି । ଏହାସହ ହାଇକୋର୍ଟ ଜଜ୍ ଭି. ମୋହନ  ଅଭିଯୁକ୍ତକୁ ପୀଡିତାଙ୍କୁ ଭେଟିବା ପାଇଁ କହିଛନ୍ତି । ଘଟଣା ଘଟାଇବାର ୪ବର୍ଷ ପରେ ଇରଫାନଙ୍କୁ ୨୦୧୨ରେ ୭ବର୍ଷ ଜେଲ ଦଣ୍ଡ ହୋଇଥିଲା । ଘଟଣା ସମୟରେ ଇରଫାନଙ୍କୁ ୧୫ବର୍ଷ ହୋଇଥିବା ବେଳେ ପୀଡିତା ଜଣଙ୍କ ମଧ୍ୟ ନାବାଳିକା ଥିଲେ । ଏହା […]

madras-high-court

madras-high-court

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 09:46 AM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁରେ ୨୦୦୮ରେ ଏକ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥବା ଇରଫାନଙ୍କୁ ବୁଧବାର ମାଡ୍ରାସ ହାଇକୋର୍ଟ ବଳାତ୍କାର ମାମଲାରେ ଜାମିନ ଦେଇଛନ୍ତି । ଏହାସହ ହାଇକୋର୍ଟ ଜଜ୍ ଭି. ମୋହନ  ଅଭିଯୁକ୍ତକୁ ପୀଡିତାଙ୍କୁ ଭେଟିବା ପାଇଁ କହିଛନ୍ତି । ଘଟଣା ଘଟାଇବାର ୪ବର୍ଷ ପରେ ଇରଫାନଙ୍କୁ ୨୦୧୨ରେ ୭ବର୍ଷ ଜେଲ ଦଣ୍ଡ ହୋଇଥିଲା । ଘଟଣା ସମୟରେ ଇରଫାନଙ୍କୁ ୧୫ବର୍ଷ ହୋଇଥିବା ବେଳେ ପୀଡିତା ଜଣଙ୍କ ମଧ୍ୟ ନାବାଳିକା ଥିଲେ । ଏହା ମଧ୍ୟରେ ପୀଡିତା ଜଣଙ୍କ ଏକ ଶିଶୁର ମାଆ ହୋଇଛନ୍ତି । ଏହାସହ ଜଜ୍ ପୀଡିତାଙ୍କୁ ବିବାହ କରିବାକୁ ଅଭିଯୁକ୍ତ ଇରଫାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story