ସୋପୋରରେ ଏନକାଉଣ୍ଟର, ଜୈଶ-ଏ-ମହମ୍ମଦର କମାଣ୍ଡର ନିପାତ

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ସଜଦ ଦରକୁ ନିପାତ କରିଛନ୍ତି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ବିଳମ୍ୱିତ ରାତିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋପର ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। Commander of Jaish-e-Mohammed, Sajad Dar was neutralised in the operation. We have recovered one AK rifle, 3 AK magazines and 59 rounds: DIG […]

kashmir-terrorist-encounter

kashmir-terrorist-encounter

Subhransu Sekhar
  • Published: Thursday, 09 April 2020
  • Updated: 09 April 2020, 07:25 AM IST

Sports

Latest News

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ସଜଦ ଦରକୁ ନିପାତ କରିଛନ୍ତି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ବିଳମ୍ୱିତ ରାତିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋପର ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

https://twitter.com/ANI/status/1247974818231791616

ମଙ୍ଗଳବାର ରାତିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ କଶ୍ମୀରର ଉତ୍ତରରେ ଥିବା ସୋପୋରର ଆରାମପୋରା ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷାବଳ। ବୁଧବାର ସକାଳେ ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ କଡ଼ା ଜବାବ ଦେଇଥିଲେ। ମୃତ ଆତଙ୍କବାଦୀ ପାଖରୁ ଏକ ରାଇଫଲ ବନ୍ଧୁକ, ୩ ଏକେ ମାଗାଜିନ ଏବଂ ୫୯ ରାଉଣ୍ଡ ଗୁଳି ଜବତ ହୋଇଥିବା ଉତ୍ତର କଶ୍ମୀର ରେଞ୍ଜର ଡିଆଇଜି ସୁଲେମାନ୍ ଚୌଧୁରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story