ଜାକିର ନାୟକ ବିବାଦ: ରାଜନାଥ ସିଂଙ୍କୁ ଟାର୍ଗେଟ କଲେ ଦିଗ୍‌ବିଜୟ

ନୂଆଦିଲ୍ଳୀ: ବିବାଦୀୟ ମୁସଲିମ ଧର୍ମ ପ୍ରଚାରକ ଜାକିର ନାୟକଙ୍କ ସହିତ ମଞ୍ଚାସୀନ ହୋଇଥିବା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ କରାଯାଉଥିବା ସମାଲୋଚନାର ଜବାବ୍‌ ସେ ଦେଇଛନ୍ତି। ସେ ରାଜନାଥ ସିଂଙ୍କୁ ଟାର୍ଗେଟ କରିବା ସହ ଟ୍ୱିଟ୍ କରି କହିଛନ୍ତି, ‘ ଜାକିର ନାୟକଙ୍କ ସହ ମଞ୍ଚାସୀନ ହୋଇଥିବାରୁ ମୋତେ ସମାଲୋଚନା କରାଯାଉଛି। କିନ୍ତୁ ରାଜନାଥ ସିଂ ବୋମା ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ସହିତ ଦେଖା କରୁଛନ୍ତି, ସେ ବିଷୟରେ କ’ଣ କୁହାଯିବ?” ସିଂ ଏହା ମଧ୍ୟ […]

digvijaya

digvijaya

Rakesh Mallick
  • Published: Friday, 08 July 2016
  • Updated: 08 July 2016, 07:23 PM IST

Sports

Latest News

ନୂଆଦିଲ୍ଳୀ: ବିବାଦୀୟ ମୁସଲିମ ଧର୍ମ ପ୍ରଚାରକ ଜାକିର ନାୟକଙ୍କ ସହିତ ମଞ୍ଚାସୀନ ହୋଇଥିବା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ କରାଯାଉଥିବା ସମାଲୋଚନାର ଜବାବ୍‌ ସେ ଦେଇଛନ୍ତି। ସେ ରାଜନାଥ ସିଂଙ୍କୁ ଟାର୍ଗେଟ କରିବା ସହ ଟ୍ୱିଟ୍ କରି କହିଛନ୍ତି, ‘ ଜାକିର ନାୟକଙ୍କ ସହ ମଞ୍ଚାସୀନ ହୋଇଥିବାରୁ ମୋତେ ସମାଲୋଚନା କରାଯାଉଛି। କିନ୍ତୁ ରାଜନାଥ ସିଂ ବୋମା ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ସହିତ ଦେଖା କରୁଛନ୍ତି, ସେ ବିଷୟରେ କ’ଣ କୁହାଯିବ?”

ସିଂ ଏହା ମଧ୍ୟ କହିଛନ୍ତି ଯେ ପ୍ରଜ୍ଞା ଠାକୁର ବୋମା ବିସ୍ଫୋରଣ ମାମ୍‌ଲାରେ ଅଭିଯୁକ୍ତ, କିନ୍ତୁ କ’ଣ ଜାକିର ନାୟକଙ୍କ ବିରୋଧରେ ଏପ୍ରର୍ଯ୍ୟନ୍ତ କୌଣସି ମାମଲା ଦାୟର ହୋଇଛି? ସେ ଆହୁରି କହିଛନ୍ତି ଯେ, ମଞ୍ଚରେ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କୁ କେହି କାହିଁକି ଟାର୍ଗେଟ କରୁନାହାନ୍ତି?

ସୂଚନାଯୋଗ୍ୟ ଯେ, ବାଂଲାଦେଶର ରାଜଧାନୀ ଢାକାରେ ଗତ ସପ୍ତାହରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ଜାକିର ନାୟକଙ୍କ ପ୍ରେରିତ ହୋଇଥିଲେ ବୋଲି କୁହାଯାଉଛି।

ଏହାପରଠାରୁ ନାୟକ ସରକାରଙ୍କ ନଜରରେ ରହିଛନ୍ତି। ଇତି ମଧ୍ୟରେ ନାୟକ ଓ ଦିଗ୍‌ବିଜୟ ସିଂଙ୍କର ୨୦୧୨ ମସିହାର ଏକ ଭିଡ଼ିଓ ଲୋକଲୋଚନକୁ ଆସିଛି। ଏହି ଭିଡ଼ିଓରେ ଦିଗ୍‌ବିଜୟ ନାୟକଙ୍କୁ ଶାନ୍ତିର ପ୍ରତୀକ ବୋଲି କହୁଥିବାର ଦେଖାଯାଇଛି। ଏହି ଭିଡ଼ିଓ ଭାଇରଲ ହେବା ପରେ ଦିଗ୍‌ବିଜୟଙ୍କୁ ସବୁ ଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି।

ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବ ଜାକିର ନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, ”ଏଭଳି ଲୋକ ସମାଜ ପାଇଁ ସମସ୍ୟାର କାରଣ ହୋଇଥାଆନ୍ତି।” ମାତ୍ର ତାଙ୍କ ଦଳର ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅଲୀ ଅସରଫ୍ ଫାତମୀ ଲାଲୁଙ୍କ କଥାରେ ଏକମତ ନୁହନ୍ତି। ଅଲୀ ଅସରଫ ଜାକିରଙ୍କୁ ସମର୍ଥନ କରି କହିଛନ୍ତି, “ନାୟକ ହେଉଛନ୍ତି ସବୁ ଧର୍ମର ଜ୍ଞାନୀ। କେନ୍ଦ୍ର ସରକାର ନାୟକଙ୍କୁ ବିନା ପ୍ରମାଣରେ ବଦନାମ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story