ସେନାକୁ ବଡ଼ ସଫଳତା, ୧୩ ଆତଙ୍କୀ ଖତମ

ଶ୍ରୀନଗର: ଜମ୍ମୁ କଶ୍ମୀରର ଏଲଓସି ଏବଂ ମେଣ୍ଡର-ପୁଞ୍ଚରେ ୧୩ ଆତଙ୍କୀକୁ ନିପାତ କରିଛନ୍ତି ଯବାନ। ମେଣ୍ଡର, ଏଲଓସିରେ ୧୦ ଯବାନ ନିପାତ ହୋଇଥିବାବେଳେ ଅପରାହ୍ନରେ ରଜୋରୀ ଜିଲ୍ଲାର ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ମୋଟ୍ ୧୩ ଆତଙ୍କବାଦୀକୁ ୧୨ ଘଣ୍ଟା ମଧ୍ୟରେ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ। ଜଣେ ସେନା ଅଧିକାରୀ କହିଛନ୍ତି, ମେ’ ୨୮ରେ ସେନାକୁ ଆଲର୍ଟ କରି ରଖାଯାଇଥିଲା। ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ […]

terrorist attack

terrorist attack

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 08:51 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ଏଲଓସି ଏବଂ ମେଣ୍ଡର-ପୁଞ୍ଚରେ ୧୩ ଆତଙ୍କୀକୁ ନିପାତ କରିଛନ୍ତି ଯବାନ। ମେଣ୍ଡର, ଏଲଓସିରେ ୧୦ ଯବାନ ନିପାତ ହୋଇଥିବାବେଳେ ଅପରାହ୍ନରେ ରଜୋରୀ ଜିଲ୍ଲାର ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ମୋଟ୍ ୧୩ ଆତଙ୍କବାଦୀକୁ ୧୨ ଘଣ୍ଟା ମଧ୍ୟରେ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ।

ଜଣେ ସେନା ଅଧିକାରୀ କହିଛନ୍ତି, ମେ’ ୨୮ରେ ସେନାକୁ ଆଲର୍ଟ କରି ରଖାଯାଇଥିଲା। ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଏଭଳି ସତର୍କ ସୂଚନା ଆଗୁଆ ଦିଆଯାଇଥିଲା। ମେଣ୍ଡର ଏବଂ ଏଲଓସିରେ ୧୦ ଆତଙ୍କବାଦୀ ଆଜି ନିପାତ ହୋଇଛନ୍ତି। ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଲୁଚିଥିବା ଜଣାପଡ଼ିଛି। ସେନା ଏବେ ସଂପୃକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story