ଜମ୍ମୁ ଓ କାଶ୍ମୀର ବିଷାକ୍ତ ମଦ ମୃତ୍ୟୁ ଘଟଣା: ୭ ସରକାରୀ ଅଧିକାରୀ ନିଲମ୍ବିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାଡ଼ମେରରେ ବିଷାକ୍ତ ମଦରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ବୁଧବାର ୭ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ବିଏସ୍‌ଏଫ୍ ଯବାନ ମଧ୍ୟ ଅଛନ୍ତି। ବିଷାକ୍ତ ମଦ ପିଇ ଗୁରୁତର ହୋଇପଡ଼ିଥିବା ଅନ୍ୟ ୨୫ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଚାରି ଜଣ ଯବାନ ଗଡ଼ାରା […]

hooch-death

hooch-death

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 06:21 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାଡ଼ମେରରେ ବିଷାକ୍ତ ମଦରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ବୁଧବାର ୭ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ବିଏସ୍‌ଏଫ୍ ଯବାନ ମଧ୍ୟ ଅଛନ୍ତି। ବିଷାକ୍ତ ମଦ ପିଇ ଗୁରୁତର ହୋଇପଡ଼ିଥିବା ଅନ୍ୟ ୨୫ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଚାରି ଜଣ ଯବାନ ଗଡ଼ାରା ରୋଡ୍‌ ସ୍ଥିତ ଏକ ଦୋକାନରୁ ମଦ କିଣି ପିଇଥିଲେ। ଏହା ପରେ ସଙ୍ଗେ ସଙ୍ଗେ ସେମାନଙ୍କ ଦେହ ଖରାପ ହୋଇଗଲା। ପ୍ରାଥମିକ ଚିକିତ୍ସା ପରେ ସୋମବାର ସେମାନଙ୍କୁ ବାଡ଼ମେର ନିଆଯାଇଥିଲା। ସେଠାରେ ୪ ଜଣ ଯବାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାଣ ହରାଇଥିଲେ। ମୃତ ଯବାନ ଦ୍ୱୟ ହେଲେ ତପନ ଦାସ ମଣ୍ଡଳ ଓ ବାଲ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story