ଜମ୍ମୁ ଓ କାଶ୍ମୀରରେ ଘାଟିରୁ ଖସି ପଡ଼ିଲା ବସ୍; ୨୧ ମୃତ, ୩୦ ଆହତ

ଉଧାମପୁର: ଜମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲାରେ ଆଜି ଏକ ବସ୍ ଘାଟି ତଳକୁ  ଖସି ଯିବାରୁ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଉ ୩୦ ଜଣ ଆହତ ଅଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମୃତକଙ୍କ ସଖ୍ୟା ବଢ଼ିପାରେ ବୋଲି ଆଶାଙ୍କା କରାଯାଉଛି। ବସଟି ଲତ୍ତିରୁ ଉଧାମପୁର ଅଭିମୁଖେ ଯାଉଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ ନିଆଯାଇ ଜମ୍ମୁର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏହି […]

jammuquake

jammuquake

Rakesh Mallick
  • Published: Monday, 11 May 2015
  • Updated: 11 May 2015, 01:25 PM IST

Sports

Latest News

ଉଧାମପୁର: ଜମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲାରେ ଆଜି ଏକ ବସ୍ ଘାଟି ତଳକୁ  ଖସି ଯିବାରୁ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଉ ୩୦ ଜଣ ଆହତ ଅଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମୃତକଙ୍କ ସଖ୍ୟା ବଢ଼ିପାରେ ବୋଲି ଆଶାଙ୍କା କରାଯାଉଛି। ବସଟି ଲତ୍ତିରୁ ଉଧାମପୁର ଅଭିମୁଖେ ଯାଉଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ ନିଆଯାଇ ଜମ୍ମୁର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ସଂପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଏ ନେଇ ସବିଶେଷ ରିପୋର୍ଟ ମାଗିଥିଲେ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କୁ ସମସ୍ତ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story