ଜାମ୍ମୁ ଓ କାଶ୍ମୀର ଭାରତର ଅଙ୍ଗ: ରାଜନାଥ

ନୂଆଦିଲ୍ଲୀ: “ସର୍ବଦଳୀୟ ପ୍ରତିନିଧି ମଣ୍ଡଳି ସହ କାଶ୍ମୀରରେ ବିଷୟରେ ଆଲୋଚନା କରିବାକୁ ମନା କରି ହୁରିୟତ ନେତାମାନେ ପ୍ରମାଣିତ କରିଛନ୍ତି ଯେ ନା ସେମାନଙ୍କ ହୃଦୟରେ କାଶ୍ମୀର ପ୍ରତି କିମ୍ବା କାଶ୍ମୀରର ନାଗରିକଙ୍କ ପ୍ରତି ଭଲ ପାଇବା ନାହିଁ” ବୋଲି ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ସରକାର କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସମସ୍ତ ଜନସାଧାରଣଙ୍କ ସୁରକ୍ଷା ଓ […]

rajnath

rajnath

Rakesh Mallick
  • Published: Monday, 05 September 2016
  • Updated: 05 September 2016, 04:47 PM IST

Sports

Latest News

ନୂଆଦିଲ୍ଲୀ: “ସର୍ବଦଳୀୟ ପ୍ରତିନିଧି ମଣ୍ଡଳି ସହ କାଶ୍ମୀରରେ ବିଷୟରେ ଆଲୋଚନା କରିବାକୁ ମନା କରି ହୁରିୟତ ନେତାମାନେ ପ୍ରମାଣିତ କରିଛନ୍ତି ଯେ ନା ସେମାନଙ୍କ ହୃଦୟରେ କାଶ୍ମୀର ପ୍ରତି କିମ୍ବା କାଶ୍ମୀରର ନାଗରିକଙ୍କ ପ୍ରତି ଭଲ ପାଇବା ନାହିଁ” ବୋଲି ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ସରକାର କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସମସ୍ତ ଜନସାଧାରଣଙ୍କ ସୁରକ୍ଷା ଓ କାଶ୍ମୀର ଘାଟିରେ କିପରି ଶାନ୍ତି ଫେରିବା ସେ ନେଇ ଆମେ ଚିନ୍ତିତ ଅଛୁ।”

ରାଜନାଥ ଆହୁରି କହିଛନ୍ତି,“ମୁଁ ସ୍ପଷ୍ଟ କରିଦେବା ପାଇଁ ଚାହୁଁଛି ଜାମ୍ମୁ ଓ କାଶ୍ମୀର ଭାରତର ଅଭିଚ୍ଛେଦ ଅଙ୍ଗ ଥିଲା, ରହିଛି ଓ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos