କ୍ରୀଡ଼ା ମଇଦାନରେ ପୁଣି ଚମକିଲେ ବିଜେପିର ମହିଳା ବିଧାୟକ

ଜମୁଇ: ଜମୁଇର ବିଜେପି ବିଧାୟକ ଏବଂ ଅନ୍ତର୍ଜାତୀୟ ଶୁଟର୍ ଶ୍ରେୟସୀ ସିଂ ରାଜନୀତି ସହ ପୁଣିଥରେ କ୍ରୀଡ଼ା ଜଗତରେ ନିଜର ଜଲୱା ଦେଖାଇଛନ୍ତି। ବିଧାୟକ ହେବା ପରେ ଶ୍ରେୟସୀ ସିଂ ଶୁଟିଂରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଶ୍ରେୟସୀ ପ୍ରଥମ ଅନଲାଇନ୍ ଏସିଆନ୍ ଶୁଟିଂ ଚାମ୍ପିୟନଶିପର ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଜାନୁଆରୀ ୨୯ ଓ ୩୦ ତାରିଖରେ ଦିଲ୍ଲୀର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ହୋଇଥିବା ଏହି ଚାମ୍ପିୟନଶିପରେ […]

shreyash1

shreyash1

Ranjit Kumar Jena
  • Published: Sunday, 31 January 2021
  • Updated: 31 January 2021, 08:30 PM IST

Sports

Latest News

ଜମୁଇ: ଜମୁଇର ବିଜେପି ବିଧାୟକ ଏବଂ ଅନ୍ତର୍ଜାତୀୟ ଶୁଟର୍ ଶ୍ରେୟସୀ ସିଂ ରାଜନୀତି ସହ ପୁଣିଥରେ କ୍ରୀଡ଼ା ଜଗତରେ ନିଜର ଜଲୱା ଦେଖାଇଛନ୍ତି। ବିଧାୟକ ହେବା ପରେ ଶ୍ରେୟସୀ ସିଂ ଶୁଟିଂରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଶ୍ରେୟସୀ ପ୍ରଥମ ଅନଲାଇନ୍ ଏସିଆନ୍ ଶୁଟିଂ ଚାମ୍ପିୟନଶିପର ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଜାନୁଆରୀ ୨୯ ଓ ୩୦ ତାରିଖରେ ଦିଲ୍ଲୀର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ହୋଇଥିବା ଏହି ଚାମ୍ପିୟନଶିପରେ ଶ୍ରେୟସୀ ୨ୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି। ବିଧାୟକ ହେବା ପରେ ଶୁଟିଂରେ ଏହା ତାଙ୍କର ପ୍ରଥମ ପଦକ।

ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରେୟସୀ ଜମୁଇରୁ ବିଜେପିର ବିଧାୟକ ଅଛନ୍ତି। ରବିବାର ସେ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି। ଏହି ଅବସରେ ସେ କହିଛନ୍ତି, ମୁଁ ଉଭୟ କ୍ରୀଡ଼ା ଓ ରାଜନୀତି ମଧ୍ୟରେ ସମନ୍ୱୟ ରକ୍ଷା କରୁଛି। ନିଜ ପରିଶ୍ରମ ଉପରେ ମୋର ପୂରା ଭରସା ରହିଛି। ଆଗାମୀ ଦିନରେ ମଧ୍ୟ ମୁଁ ଉଭୟ କ୍ଷେତ୍ରରେ ସଫଳତା ଜାରି ରଖିବି।

ସୂଚନାଯୋଗ୍ୟ, ୨୦୨୦ରେ ଶ୍ରେୟସୀ ବିଜେପିରେ ଯୋଗ ଦେଇଥିଲେ। ଯାହା ପରେ ସେ ବିହାର ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ସେ ଜମୁଇ ନିର୍ବାଚନ ମଣ୍ଡଳୀରେ ଆରଜେଡିର ବିଜୟ ପ୍ରକାଶକୁ ୪୧ହଜାରରୁ ଅଧିକ ଭୋଟରେ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story