ଜମ୍ମୁ ଓ କାଶ୍ମୀର: ୩ ହିଜବୁଲ୍‌ ମୁଜାହିଦ୍ଦୀନ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ବୁଧବାର ରାତିରେ ଭାରତୀୟ ସେନାର ଗୁଳିମାଡ଼ରେ ହିଜବୁଲ୍‌ ମୁଜାହିଦ୍ଦୀନର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ଏକେ ୪୭ ବନ୍ଧୁକ ଜବତ କରାଯାଇଛି। ଗୁରୁବାର ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ସେନାର କିଛି ଯବାନ ତ୍ରାଲ ଅଂଚଳର ଦାଦସରାରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ […]

j & M

j & M

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 07:16 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ବୁଧବାର ରାତିରେ ଭାରତୀୟ ସେନାର ଗୁଳିମାଡ଼ରେ ହିଜବୁଲ୍‌ ମୁଜାହିଦ୍ଦୀନର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ଏକେ ୪୭ ବନ୍ଧୁକ ଜବତ କରାଯାଇଛି। ଗୁରୁବାର ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ସେନାର କିଛି ଯବାନ ତ୍ରାଲ ଅଂଚଳର ଦାଦସରାରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କୀ ପ୍ରାଣ ହରାଇଥିଲେ। ମୃତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଆଶିକ ହୁସେନ୍‌ ଭଟ, ମହମ୍ମଦ ଇଶାକ୍‌ ପାରେ ଓ ଅସିଫ ଅହମଦ ମୀର। ଗତବର୍ଷ ଉଧାମପୁରରେ ଏକ ବିଏସ୍‌ଏଫ୍‌ ଗାଡ଼ି ଉପରକୁ ହମଲା କରିଥିବା ଆତଙ୍କୀଙ୍କୁ ଭଟ ଆଶ୍ରୟ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story