ଜାପାନ, ଆମେରିକା ସମେତ ଏକାଧିକ ଦେଶରେ ଭୂକମ୍ପ

ଟୋକିଓ : ଜାପାନ, ଆମେରିକା,ଇଣ୍ଡୋନେସିଆ ସମେତ ଅନେକ ଦେଶରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି । ଜାପାନରେ  ହୋଇଥିବା ଭୂକମ୍ପର ତୀବ୍ରତା  ରିକ୍ଟର ସ୍କେଲରେ ୪.୯ ଥିଲା। ଏହାର ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୭  କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏହାବ୍ୟତୀତ କାଲର୍ସବର୍ଗ ରୀଜରେ ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୦ କିଲୋମିଟର ପର୍ଯ୍ୟନ୍ତ  ରହିଥିଲା ।  ଏଠାରେ ଭୂକମ୍ପର ତୀବ୍ରତା ୪.୯ ରହିଥିଲା । ଆମେରିକାର ଆକୋଲାହମରେ ତିନିଥର ଭୂକମ୍ପ ଝଟକା ଅନୁଭବ କରାଯାଇଥିଲା […]

quake

quake

Rakesh Mallick
  • Published: Monday, 18 May 2015
  • Updated: 04 May 2017, 03:45 PM IST

Sports

Latest News

ଟୋକିଓ : ଜାପାନ, ଆମେରିକା,ଇଣ୍ଡୋନେସିଆ ସମେତ ଅନେକ ଦେଶରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି । ଜାପାନରେ  ହୋଇଥିବା ଭୂକମ୍ପର ତୀବ୍ରତା  ରିକ୍ଟର ସ୍କେଲରେ ୪.୯ ଥିଲା। ଏହାର ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୭  କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏହାବ୍ୟତୀତ କାଲର୍ସବର୍ଗ ରୀଜରେ ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୦ କିଲୋମିଟର ପର୍ଯ୍ୟନ୍ତ  ରହିଥିଲା ।  ଏଠାରେ ଭୂକମ୍ପର ତୀବ୍ରତା ୪.୯ ରହିଥିଲା ।

ଆମେରିକାର ଆକୋଲାହମରେ ତିନିଥର ଭୂକମ୍ପ ଝଟକା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୩.୩, ୩.୭ ଓ ୩.୧ ମପା ଯାଇଥିଲା । ଏହା ସହିତ ଏନ୍ ମାରିୟାନା ଆଇଲ୍ୟାଣ୍ଡର  ତୀବ୍ରତା ୪.୫, ଇଣ୍ଡୋନେସିଆରେ ୫.୫, କରମାଣ୍ଡିକ୍ ଆଇଲ୍ୟାଣ୍ଡରେ ୪.୮ ତୀବ୍ରତାର ଝଟକା ଅନୁଭବ ହୋଇଥିଲା । ସେହିପରି ରିକୋରେ ସକାଳୁ ୩.୪ ତୀବ୍ରତାର ଭୂକମ୍ପ ଝଟକା ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story