କରୋନା ପାଇଁ ଅମରନାଥ ଯାତ୍ରା ବାତିଲ

ଶ୍ରୀନଗର: ମହାମାରୀ କରୋନା ଭାଇରସର ପ୍ରଭାବ ବାର୍ଷିକ ଅମରନାଥ ଯାତ୍ରା ଉପରେ ପଡ଼ିଛି। କରୋନା ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ରାଜଭବନରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ୩୮ତମ ଅମରନାଥ ଯାତ୍ରାର ବାର୍ଷିକ ବୈଠକ ବସିଥିଲା। ଏହି ସମୟରେ ଶ୍ରୀଅମରନାଥଜୀ ଧର୍ମାନୁଷ୍ଠାନ ବୋର୍ଡର ଚେୟାରମ୍ୟାନ ତଥା ଉପରାଜ୍ୟପାଳ ଶ୍ରୀ ମୁର୍ମୁ କରୋନା ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଅମରାନାଥ ଯାତ୍ରାରେ […]

gd

gd

Hemant Lenka
  • Published: Wednesday, 22 April 2020
  • Updated: 22 April 2020, 08:08 PM IST

Sports

Latest News

ଶ୍ରୀନଗର: ମହାମାରୀ କରୋନା ଭାଇରସର ପ୍ରଭାବ ବାର୍ଷିକ ଅମରନାଥ ଯାତ୍ରା ଉପରେ ପଡ଼ିଛି। କରୋନା ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି।

ଆଜି ରାଜଭବନରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ୩୮ତମ ଅମରନାଥ ଯାତ୍ରାର ବାର୍ଷିକ ବୈଠକ ବସିଥିଲା। ଏହି ସମୟରେ ଶ୍ରୀଅମରନାଥଜୀ ଧର୍ମାନୁଷ୍ଠାନ ବୋର୍ଡର ଚେୟାରମ୍ୟାନ ତଥା ଉପରାଜ୍ୟପାଳ ଶ୍ରୀ ମୁର୍ମୁ କରୋନା ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି।

ଅମରାନାଥ ଯାତ୍ରାରେ ସାମିଲ ହେବାକୁ ଥିବା ଲୋକମାନେ କଶ୍ମୀରର ଯେଉଁ ସବୁ ସ୍ଥାନ ଦେଇ ଯିବାର ଥିଲା ସେହି ରାସ୍ତାରେ ୭୭ଟି ସ୍ଥାନ କରୋନା ପାଇଁ ରେଡ ଜୋନ ଭାବେ ଚିହ୍ନଟ ହୋଇଛି। ତେଣୁ ଚଳିତ ବର୍ଷ ଏହି ରାସ୍ତାରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ତେଣୁ ଶ୍ରୀ ମୁର୍ମୁ ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ୪୨ ଦିନିଆ ଅମରନାଥ ଯାତ୍ରା ଜୁନ ୨୩ରୁ ଆରମ୍ଭ ହେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story