ଜେଏନ୍‌ୟୁରେ ପ୍ରତିଦିନ ୩୦୦୦ ବ୍ୟବହୃତ କଣ୍ଡୋମ‌୍ ମିଳୁଥିବା ନେଇ ପ୍ରମାଣ ଦେବେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ‌ୟୁ)ରେ ପ୍ରତିଦିନ ୩୦୦୦ ବ୍ୟବହୃତ କଣ୍ଡୋମ‌୍ ମିଳୁଥିବା ନେଇ ରାଜସ୍ଥାନର ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ଦାବି କରିଥିଲେ। ଏ ନେଇ ଖୁବଶୀଘ୍ର ଉଚିତ‌୍ ତଥ୍ୟ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି। ଆହୁଜା କହିଛନ୍ତି ଯେ, “ସେ ହେଉଛନ୍ତି ସେହି ନେତାଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜ ମନ୍ତବ୍ୟରେ କାଏମ ରହନ୍ତି। ଅନେକ ନେତା ଅଛନ୍ତି ଯେଉଁମାନେ ନିଜ ମନ୍ତବ୍ୟରୁ ଓହରି ଯାଆନ୍ତି। କିନ୍ତୁ ସେ ସେହିଭଳି […]

gyandev

gyandev

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 11:07 AM IST

Sports

Latest News

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ‌ୟୁ)ରେ ପ୍ରତିଦିନ ୩୦୦୦ ବ୍ୟବହୃତ କଣ୍ଡୋମ‌୍ ମିଳୁଥିବା ନେଇ ରାଜସ୍ଥାନର ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ଦାବି କରିଥିଲେ। ଏ ନେଇ ଖୁବଶୀଘ୍ର ଉଚିତ‌୍ ତଥ୍ୟ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

ଆହୁଜା କହିଛନ୍ତି ଯେ, “ସେ ହେଉଛନ୍ତି ସେହି ନେତାଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜ ମନ୍ତବ୍ୟରେ କାଏମ ରହନ୍ତି। ଅନେକ ନେତା ଅଛନ୍ତି ଯେଉଁମାନେ ନିଜ ମନ୍ତବ୍ୟରୁ ଓହରି ଯାଆନ୍ତି। କିନ୍ତୁ ସେ ସେହିଭଳି ନେତା ନୁହନ୍ତି। ଜେଏନୟୁରେ ପ୍ରତିଦିନ ୩୦୦୦ କଣ୍ଡୋମ‌୍ ମିଳୁଥିବା ନେଇ ସେ ଏକ ସମ୍ମିଳନୀ କରିବେ ଓ ସେଠି ସମସ୍ତ ପ୍ରମାଣ ଦେଖାଇବେ।”

ଫେବୃଆରୀ ୨୨ ତାରିଖରେ ଅଲବରରେ ଏକ ରାଲି ବେଳେ ଆହୁଜା କହିଥିଲେ ଯେ, ଜେଏନ‌ୟୁରେ ପ୍ରତିଦିନ ପାଖାପାଖି ୪୦୦୦ ମଦ ବୋତଲ, ୧୦ ହଜାର ସିଗାରେଟ‌୍ ଫିଲ୍ଟର, ୪୦୦୦ ବିଡି ଖଣ୍ଡ, ଛୋଟବଡ଼ ୫୦ ହଜାର ହାଡ଼ ଓ ବ୍ୟବୃହତ ହୋଇସାରିଥିବା ୩୦୦୦ କଣ୍ଡୋମ‌୍ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story