ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପ୍ରତିଦିନ ୩୦୦୦ ବ୍ୟବହୃତ କଣ୍ଡୋମ୍ ମିଳୁଥିବା ନେଇ ରାଜସ୍ଥାନର ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ଦାବି କରିଥିଲେ। ଏ ନେଇ ଖୁବଶୀଘ୍ର ଉଚିତ୍ ତଥ୍ୟ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।
ଆହୁଜା କହିଛନ୍ତି ଯେ, “ସେ ହେଉଛନ୍ତି ସେହି ନେତାଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜ ମନ୍ତବ୍ୟରେ କାଏମ ରହନ୍ତି। ଅନେକ ନେତା ଅଛନ୍ତି ଯେଉଁମାନେ ନିଜ ମନ୍ତବ୍ୟରୁ ଓହରି ଯାଆନ୍ତି। କିନ୍ତୁ ସେ ସେହିଭଳି ନେତା ନୁହନ୍ତି। ଜେଏନୟୁରେ ପ୍ରତିଦିନ ୩୦୦୦ କଣ୍ଡୋମ୍ ମିଳୁଥିବା ନେଇ ସେ ଏକ ସମ୍ମିଳନୀ କରିବେ ଓ ସେଠି ସମସ୍ତ ପ୍ରମାଣ ଦେଖାଇବେ।”
ଫେବୃଆରୀ ୨୨ ତାରିଖରେ ଅଲବରରେ ଏକ ରାଲି ବେଳେ ଆହୁଜା କହିଥିଲେ ଯେ, ଜେଏନୟୁରେ ପ୍ରତିଦିନ ପାଖାପାଖି ୪୦୦୦ ମଦ ବୋତଲ, ୧୦ ହଜାର ସିଗାରେଟ୍ ଫିଲ୍ଟର, ୪୦୦୦ ବିଡି ଖଣ୍ଡ, ଛୋଟବଡ଼ ୫୦ ହଜାର ହାଡ଼ ଓ ବ୍ୟବୃହତ ହୋଇସାରିଥିବା ୩୦୦୦ କଣ୍ଡୋମ୍ ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।