ଜେଏନ୍‌ୟୁରେ ହଟହଟା ହେଲେ କୁଳପତି

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର କୁଳପତିଙ୍କୁ କିଛି ଛାତ୍ର ଟଣାଓଟରା କରି ହଇରାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଗାଡ଼ି ଉପରେ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଖୋଦ୍‌ କୁଳପତି ଏମ୍‌ ଜଗଦୀଶ କୁମାର। ଜଗଦୀଶ କହିଛନ୍ତି, “ପ୍ରାୟ ୪.୩୦ ବେଳକୁ ଆର୍ଟସ ଆଣ୍ଡ ଅରାସ୍ଥେଟିକ୍‌ ଆଡମିନ୍‌ଷ୍ଟ୍ରେସନ୍‌ ବ୍ଲକ୍‌କୁ ଯାଇଥିଲି। ମୁଁ ପରୀକ୍ଷା କେନ୍ଦ୍ର ଯାଞ୍ଚ ସାରି ଫେରୁଥିଲି। ପ୍ରାୟ ୧୫-୨୦ ଛାତ୍ର ମୋତେ ଘେରିଯାଇଥିଲେ। ମୋତେ ଶାରିରୀକ ଭାବେ ଆକ୍ରମଣ କରିବାର ପ୍ରୟାସ […]

jnu

jnu

Subrat Kumar Nayak
  • Published: Saturday, 14 December 2019
  • Updated: 14 December 2019, 10:14 PM IST

Sports

Latest News

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର କୁଳପତିଙ୍କୁ କିଛି ଛାତ୍ର ଟଣାଓଟରା କରି ହଇରାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଗାଡ଼ି ଉପରେ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଖୋଦ୍‌ କୁଳପତି ଏମ୍‌ ଜଗଦୀଶ କୁମାର।

ଜଗଦୀଶ କହିଛନ୍ତି, “ପ୍ରାୟ ୪.୩୦ ବେଳକୁ ଆର୍ଟସ ଆଣ୍ଡ ଅରାସ୍ଥେଟିକ୍‌ ଆଡମିନ୍‌ଷ୍ଟ୍ରେସନ୍‌ ବ୍ଲକ୍‌କୁ ଯାଇଥିଲି। ମୁଁ ପରୀକ୍ଷା କେନ୍ଦ୍ର ଯାଞ୍ଚ ସାରି ଫେରୁଥିଲି। ପ୍ରାୟ ୧୫-୨୦ ଛାତ୍ର ମୋତେ ଘେରିଯାଇଥିଲେ। ମୋତେ ଶାରିରୀକ ଭାବେ ଆକ୍ରମଣ କରିବାର ପ୍ରୟାସ କରିଥିଲେ। ସେମାନେ ଖରାପ ଭାଷା ମଧ୍ୟ କହୁଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, ସୌଭାଗ୍ୟବଶତଃ କିଛି ସୁରକ୍ଷାକର୍ମୀ ଏବଂ ସାଦା ପୋଷାକରେ ଥିବା ପୁଲିସ୍‌ ମୋ ଚାରିପଟେ ସୁରକ୍ଷେ ଦେଇ ମୋତେ ଉଦ୍ଧାର କରିଥିଲେ। ସେମାନେ ମୋତେ ଦୂରକୁ ନେବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ମୁଁ କାର ପାଫରେ ପହଞ୍ଚିଯାଇଥିଲି। ଏହାପରେ ସେହି ଛାତ୍ରମାନେ ମୋ କାର୍‌ର ଚାବି ଛଡ଼ାଇନେଇଥିଲେ। ମୁଁ ଆଉ ଏକ କାର୍‌କୁ ଯିବାପରେ ସେଠାରେ ମଧ୍ୟ ଅଟକାଇବାର ପ୍ରୟାସ କରିଥିଲେ।

କୁଳପତି କହିଛନ୍ତି ସେ ଚାଲିଯିବାପରେ ତାଙ୍କ ଅଫିସ୍‌ ଭଙ୍ଗାରୁଜା କରାଯାଇଛି। ସେଠାରେ କ୍ୟାମେରା ଲାଗିଥିବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଫି’ବୃଦ୍ଧିକୁ ନେଇ ଜେଏନ୍‌ୟୁରେ ଏଭଳି ପରିସ୍ଥିତି ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story