‘ଜେଏନ୍‌ୟୁ’ରେ ଯେକୌଣସି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ ହୋଇଥାଏ’

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ‌ୟୁ)ରେ ଯେକୌଣସି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମାତ୍ର ୧୦୦ ଟଙ୍କା ଦରକାର ହୋଇଥାଏ। ଜେଏନ‌ୟୁରେ ଏକ କାର୍ଯ୍ୟକ୍ରମରେ ଦେଶ ବିରୋଧୀ ନାରାବାଜି ଅଭିଯୋଗ ଆସିଥିବା ବେଳେ ଏହାକୁ ଆୟୋଜନ କରିବାକୁ ବିଦେଶରୁ ଅର୍ଥ ଆସିଥିବା କଥାକୁ ବ୍ୟଙ୍ଗ କରି ଏଭଳି କହିଛନ୍ତି ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ଉପ-ସଭାପତି ଅନନ୍ତ ପ୍ରକାଶ ନାରାୟଣ। ତାଙ୍କ ନାଁରେ ମଧ୍ୟ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି, ଆମ ବିରୋଧରେ ଅନେକ […]

JNU

JNU

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 08:45 AM IST

Sports

Latest News

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ‌ୟୁ)ରେ ଯେକୌଣସି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମାତ୍ର ୧୦୦ ଟଙ୍କା ଦରକାର ହୋଇଥାଏ। ଜେଏନ‌ୟୁରେ ଏକ କାର୍ଯ୍ୟକ୍ରମରେ ଦେଶ ବିରୋଧୀ ନାରାବାଜି ଅଭିଯୋଗ ଆସିଥିବା ବେଳେ ଏହାକୁ ଆୟୋଜନ କରିବାକୁ ବିଦେଶରୁ ଅର୍ଥ ଆସିଥିବା କଥାକୁ ବ୍ୟଙ୍ଗ କରି ଏଭଳି କହିଛନ୍ତି ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ଉପ-ସଭାପତି ଅନନ୍ତ ପ୍ରକାଶ ନାରାୟଣ। ତାଙ୍କ ନାଁରେ ମଧ୍ୟ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ସେ କହିଛନ୍ତି, ଆମ ବିରୋଧରେ ଅନେକ କଥା କୁହାଯାଉଛି। ଆମକୁ ଆତଙ୍କବାଦୀଙ୍କ ସହିତ ଲିଙ୍କ‌୍ କରାଯାଉଛି। ଆମେ ବିଦେଶରୁ ଅର୍ଥ ଆଣି ତଥାକଥିତ ଦେଶ ବିରୋଧୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲୁ ବୋଲି କୁହାଯାଉଛି। କିନ୍ତୁ ସତ୍ୟ କିଛି ଅଲଗା। ଯେଉଁମାନେ ଜେଏନ‌ୟୁର ସଂସ୍କୃତି ସଂପର୍କରେ ଅବଗତ ଥିବେ ସେମାନେ ଜାଣିଥିବେ ଯେ ଏଠାରେ ମାତ୍ର ୧୦୦ ଟଙ୍କାରେ ଯେ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। କୌଣସି ପୂର୍ବ ପ୍ରସ୍ତୁତି ବିନା ମଧ୍ୟରେ ଏଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

ଜେଏନ‌ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ଆଶୁତୋଷ କୁମାର କହିଛନ୍ତି, ଆମ ନାଁ ଗୁଡ଼ିକୁ କୋର୍ଟ ରୁମ‌୍ ଓ ନ୍ୟୁଜ‌୍ ଷ୍ଟୁଡିଓ ଗୁଡ଼ିକରେ ନିଆଯାଉଛି। ଆମ ନାଁକୁ ସଂସଦରେ ମଧ୍ୟ ନିଆଯାଉଛି। ପୂରା ଦେଶ ଆମକୁ ଆତଙ୍କୀ ଭାବେ ଦେଖୁଛି। କିନ୍ତୁ ସେମାନେ କ’ଣ ଜାଣନ୍ତି କି ଜେଏନ‌ୟୁ କେମିତି ପରିଚାଳିତ ହୁଏ ଓ ଦୈନନ୍ଦିନ ଏଭଳି କାର୍ଯ୍ୟକ୍ରମଗୁଡ଼ିକୁ କେମିତି ସଂଚାଳନ କରାଯାଏ। ଅଫଜଲ‌୍ ଗୁରୁ ଉପରେ ଏକ ତର୍କ କରିବାକୁ ଆମେ କୌଣସି ପାଣ୍ଠିର ଆବଶ୍ୟକ କରୁ ନାହିଁ। ଆମେ ହେଉଛୁ ଛାତ୍ର। ଆମେ ପ୍ରଶ୍ନ କରିବୁ ଓ ନିଜକୁ ପରିପ୍ରକାଶ କରିବୁ। ଯେଉଁଭଳି ଭାବେ ସରକାର ଓ ପୋଲିସ‌୍ ଏ ଘଟଣାକୁ ରୂପ ଦେଲେ ସେଥିରୁ ପ୍ରମାଣିତ ହେଉଛି ଯେ ଦେଶରେ ଅସହିଷ୍ଣୁତା ରହିଛି।

ଫେବୃଆରୀ ୯ ତାରିଖରେ ଜେଏନୟୁ ପରିସରରେ ଏକ କାର୍ଯ୍ୟକ୍ରମରେ ଅଫଜଲ ଗୁରୁ ସମର୍ଥନରେ ଓ ଦେଶ ବିରୋଧୀ ନାରାବାଜି ଅଭିଯୋଗରେ ୬ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପିଏଚ‌ଡି କରୁଥିବା ଅନନ୍ତ ଓ ଆଶୁତୋଷ ବି ରହିଛନ୍ତି। ୬ ଜଣଙ୍କ ମଧ୍ୟରୁ ପୋଲି ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର, ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story