ଜଙ୍ଗ୍ ଓ ଏସିବି ମୁଖ୍ୟ ମୁକେଶଙ୍କ ବିରୋଧରେ ମାମଲା ରୁଜୁ ଦାବି କଲା ‘ଆପ୍’

ନୂଆଦିଲ୍ଲୀ: ଦୁଇବର୍ଷ ହୋଇଗଲା ଶିଲା ଦିକ୍ଷିତ୍ ଏବଂ ମୁକେଶ ଅମ୍ବାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନ ଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ୍ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ର ମୁଖ୍ୟ ମୁକେଶ ମୀଣା ଉପରେ ମାମଲାକୁ ଚାପିଦେବା ଅଭିଯୋଗରେ ମାମଲା ଦାଖଲ କରାଯାଉ ବୋଲି ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଦାବି କରାଯାଇଛି। ଆମ ଆଦମୀ ପାର୍ଟି ଅନୁଯାୟୀ, ଜାନୁଆରୀ ୨୦୧୪ରେ ଯେତେବେଳେ ଦିଲ୍ଲୀରେ ଦଳର ୪୯ ଦିନର ସରକାର ଥିଲା ସେତେବେଳେ […]

najeeb-jung_6

najeeb-jung_6

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 11:13 PM IST

Sports

Latest News

ନୂଆଦିଲ୍ଲୀ: ଦୁଇବର୍ଷ ହୋଇଗଲା ଶିଲା ଦିକ୍ଷିତ୍ ଏବଂ ମୁକେଶ ଅମ୍ବାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନ ଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ୍ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ର ମୁଖ୍ୟ ମୁକେଶ ମୀଣା ଉପରେ ମାମଲାକୁ ଚାପିଦେବା ଅଭିଯୋଗରେ ମାମଲା ଦାଖଲ କରାଯାଉ ବୋଲି ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଦାବି କରାଯାଇଛି।

ଆମ ଆଦମୀ ପାର୍ଟି ଅନୁଯାୟୀ, ଜାନୁଆରୀ ୨୦୧୪ରେ ଯେତେବେଳେ ଦିଲ୍ଲୀରେ ଦଳର ୪୯ ଦିନର ସରକାର ଥିଲା ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ଉପରେ କମନୱେଲଥ୍ ଘୋଟାଲା ସହ ଅନ୍ୟ ୪ଟି ମାମଲାରେ ଏସିବିରେ FIR ଦାଖଲ କରିଥିଲେ। ଏହାସହ ରିଳିୟାନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ବିରୋଧରେ ଏକ ଦାଖଲ କରାଯାଇଥିଲା। ଏହି ଦୁଇଟି ଅଭିଯୋଗ ଉପରେ ଦୁଇବର୍ଷ ଧରି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story