ଅଫିସ ଭାଙ୍ଗିବା ପଛରେ ଉଦ୍ଧବ ଏବଂ କରଣ ଜୋହରଙ୍କୁ ଦାୟୀ କଲେ କଙ୍ଗନା

ମୁମ୍ୱାଇ: ପୁଣି ଟ୍ୱିଟ୍ କରି କଙ୍ଗନା ରଣାଓ୍ୱତ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାୟୀ କରିଛନ୍ତି। ଏଥିସହ ବଲିଉଡ ଫିଲ୍ମ ପ୍ରଯୋଜକ କରଣ ଜୋହରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। “ଆଜି ମୋର ଅଫିସ ଭାଙ୍ଗିଛ, ଆଗକୁ ମୋ ମୁହଁ, ଶରୀରକୁ ଭାଙ୍ଗିବ। ସାରା ଦୁନିଆ ଏବେ ଏସବୁ କାରନାମା ଦେଖିବା ଦରକାର। ମୁଁ ମରେ, ବଞ୍ଚେ ଆଗକୁ କିନ୍ତୁ ଏକ୍ସପୋଜ କରିବି” ବୋଲି କଙ୍ଗନା ଟ୍ୱିଟ୍ କରି ଉଦ୍ଧାବ ସରକାର ଏବଂ […]

karan

karan

Subhransu Sekhar
  • Published: Wednesday, 09 September 2020
  • Updated: 09 September 2020, 07:55 PM IST

Sports

Latest News

ମୁମ୍ୱାଇ: ପୁଣି ଟ୍ୱିଟ୍ କରି କଙ୍ଗନା ରଣାଓ୍ୱତ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାୟୀ କରିଛନ୍ତି। ଏଥିସହ ବଲିଉଡ ଫିଲ୍ମ ପ୍ରଯୋଜକ କରଣ ଜୋହରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। "ଆଜି ମୋର ଅଫିସ ଭାଙ୍ଗିଛ, ଆଗକୁ ମୋ ମୁହଁ, ଶରୀରକୁ ଭାଙ୍ଗିବ। ସାରା ଦୁନିଆ ଏବେ ଏସବୁ କାରନାମା ଦେଖିବା ଦରକାର। ମୁଁ ମରେ, ବଞ୍ଚେ ଆଗକୁ କିନ୍ତୁ ଏକ୍ସପୋଜ କରିବି" ବୋଲି କଙ୍ଗନା ଟ୍ୱିଟ୍ କରି ଉଦ୍ଧାବ ସରକାର ଏବଂ ତାଙ୍କ ବିରୋଧୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି।

କରଣ ଜୋହର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିବାଦରେ ରହିଛନ୍ତି। ମୃତ୍ୟୁ ପାଇଁ ସେ ପରୋକ୍ଷରେ ଦାୟୀ ବୋଲି କୁହାଯାଉଛି। ଏବେ କଙ୍ଗନା କରଣ ଜୋହରଙ୍କୁ ପୁଣି ଟାର୍ଗେଟ କରିବା ପରେ ଆଗକୁ ଏହି ଘଟଣା ଲମ୍ୱିବ ବୋଲି ସ୍ପଷ୍ଟ ହୋଇଛି।

ଆଜି ମୁମ୍ୱାଇ କଙ୍ଗନା ଆସୁଥିବା ବେଳେ ତାଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ) ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି। ତେବେ ଅଫିସ ବେଆଇନ୍ ଭାବରେ ହୋଇନି ବୋଲି କଙ୍ଗନା ଟ୍ୱିଟ୍ କରି କହିଥିଲେ। କଙ୍ଗନା ରଣାଓ୍ୱତ ମୁମ୍ୱାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ଟ୍ୱିଟ୍ କରି ତାଙ୍କ ଅଫିସର ଭିଡିଓ ସେୟାର କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ସେ ସମାଲୋଚନା କରିଛନ୍ତି।

https://twitter.com/KanganaTeam/status/1303685184403857409

"ଆଜି ମୋର ଘର ଭାଙ୍ଗିଛି। ଆସନ୍ତାକାଲି ତୋର ଗର୍ବ ଅହଂକାର ଭାଙ୍ଗିବ। ଆଗାମୀ ଦିନରେ କଶ୍ମୀର, ଅଯୋଧ୍ୟାକୁ ନେଇ ମଧ୍ୟ ସିନେମା ତିଆରି କରିବି। ଦେଶବାସୀକୁ ଜାଗୃତ କରିବି। ମୋ ସହିତ ଏଭଳି ହେବାର ପଛର କାରଣ ରହିଛି" ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ବିଏମସିକୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story