ଜାତିସଙ୍ଘରେ ପାକିସ୍ତାନ ଲଜ୍ଜିତ, ଏପଟେ କଂଗ୍ରେସ କହୁଛି ମୋଦିଙ୍କ କୂଟନୀତି ବିଫଳ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠିବା ମୋଦି ସରକାରର କୂଟନୀତିକ ବିଫଳତା ବୋଲି ଆଜି କଂଗ୍ରେସ କହିଛି। ଏ ନେଇ ମୋଦି ସରକାର ମୁହଁ ଖୋଲିବା ଦରକାର ବୋଲି କଂଗ୍ରେସ ନେତା ତଥା ପ୍ରବକ୍ତା ଅଭିଷେକ ମନୁ ସିଂହଭି କହିଛନ୍ତି। ଜମ୍ମୁ କଶ୍ମୀର ଓ ଲଦାଖ ଭାରତର ଅବିଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠିବା ମୋଦି ସରକାରର ବିଫଳତା ବୋଲି ଯୁକ୍ତି ବାଢ଼ିଛନ୍ତି ଅଭିଷେକ। ସେ  କହିଛନ୍ତି […]

abhisekh manu singhvi

abhisekh manu singhvi

Subhransu Sekhar
  • Published: Friday, 16 August 2019
  • Updated: 16 August 2019, 05:55 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠିବା ମୋଦି ସରକାରର କୂଟନୀତିକ ବିଫଳତା ବୋଲି ଆଜି କଂଗ୍ରେସ କହିଛି। ଏ ନେଇ ମୋଦି ସରକାର ମୁହଁ ଖୋଲିବା ଦରକାର ବୋଲି କଂଗ୍ରେସ ନେତା ତଥା ପ୍ରବକ୍ତା ଅଭିଷେକ ମନୁ ସିଂହଭି କହିଛନ୍ତି।

ଜମ୍ମୁ କଶ୍ମୀର ଓ ଲଦାଖ ଭାରତର ଅବିଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠିବା ମୋଦି ସରକାରର ବିଫଳତା ବୋଲି ଯୁକ୍ତି ବାଢ଼ିଛନ୍ତି ଅଭିଷେକ। ସେ  କହିଛନ୍ତି ନିକଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚାଇନା ଯାଇ କଶ୍ମୀର ପ୍ରସଙ୍ଗରେ ସମସ୍ତ କଥା ପ୍ରତିପକ୍ଷ ମନ୍ତ୍ରୀଙ୍କୁ କହିଥିଲେ। ହେଲେ ଏହାପରେ ବି ଜାତିସଂଘରେ ଚାଇନା ଭାରତ ସପକ୍ଷରେ ନଆସି ପାକିସ୍ତାନର ଇଙ୍ଗିତରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଯାହାକି ମୋଦି ସରକାରର କୂଟନୈତିକ ବିଫଳତା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ବୈଠକ ବସିବା ପୂର୍ବରୁ ଚାଇନା ବିଭିନ୍ନ ଦେଶକୁ ନେଇ ଏକ ବୈଠକ କରିଥିଲା। ଯେଉଁଥିରେ ସୁରକ୍ଷା ପରିଷଦରେ ସାମିଲ ଥିବା ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ଦେଶଙ୍କ ମଧ୍ୟରୁ ଚାଇନାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ। ସେମାନେ ସ୍ପଷ୍ଟ କରିଦେଇ ଥିଲେ ଯେ କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ଉଭୟ ଆପୋସ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ୍। ଏଥିରେ ତୃତୀୟ ପକ୍ଷ ସାମିଲ୍ ହେବା ଉଚିତ୍ ନୁହେଁ। ଏହା ପାକିସ୍ତାନର କଟା ଘାରେ ଚୂନ ଲାଗିବା ସଦୃଶ ହୋଇଛି।

ଜାତିସଂଘରେ ଆଜି ଦ୍ୱିତୀୟ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ ୧୯୬୯-୭୧ରେ ଜାତିସଂଘ ସୁରକ୍ଷା ପରିଷଦରେ ଏ ସଂକ୍ରାନ୍ତ ବୈଠକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story