କାଶ୍ମୀର ସ୍ଥିତି ନିୟନ୍ତ୍ରଣ କରା ନ ଗଲେ ପରିସ୍ଥିତି ଭୟାବହ ହୋଇପାରେ : ଆଜାଦ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ କାଶ୍ମୀର ସ୍ଥିତିକୁ ନେଇ ଟିପ୍ପଣୀ ଦେଇଛନ୍ତି। ୫୦ ଦିନ ହେବ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି। ଶୀଘ୍ର ସ୍ଥିତି କାବୁ କରା ନ ଗଲେ ବିଭାଜନ ପରି ସ୍ଥିତି ଉପୁଜିପାରେ ବୋଲି ଆଜାଦ୍‌ କହିଛନ୍ତି। ସେ  କହିଛନ୍ତି, “କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ କିଛି ନ କହି ଚୁପ୍‌ ହୋଇ ବସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରକୁ ନେଇ କ୍ୟାବିନେଟ୍‌ ବୈଠକ […]

ghulam

ghulam

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:31 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ କାଶ୍ମୀର ସ୍ଥିତିକୁ ନେଇ ଟିପ୍ପଣୀ ଦେଇଛନ୍ତି। ୫୦ ଦିନ ହେବ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି। ଶୀଘ୍ର ସ୍ଥିତି କାବୁ କରା ନ ଗଲେ ବିଭାଜନ ପରି ସ୍ଥିତି ଉପୁଜିପାରେ ବୋଲି ଆଜାଦ୍‌ କହିଛନ୍ତି।

ସେ  କହିଛନ୍ତି, “କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ କିଛି ନ କହି ଚୁପ୍‌ ହୋଇ ବସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରକୁ ନେଇ କ୍ୟାବିନେଟ୍‌ ବୈଠକ ଡାକୁ ନ ଥିବା ବେଳେ ଶାନ୍ତି ପାଇଁ ଅପିଲ୍ ମଧ୍ୟ କରୁ ନାହାନ୍ତି। ଏପରି ସ୍ଥତି ଲାଗି ରହିଲେ ୧୯୪୭ ସ୍ଥିତିର ପୁନରାବୃତ୍ତି ଦେଖିବାକୁ ମିଳିବ।

୧୯୪୭ରେ ଭାରତ ବିଭାଜନ ବେଳେ ବହୁ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଲୋକ ବାସହୀନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story