କାଶ୍ମୀର ହିଂସାରେ ୨୩ ମୃତ, ଶ୍ରୀନଗରର ୧୧ଟି ସ୍ଥାନରେ କର୍ଫ୍ୟୁ

ଜମ୍ମୁ: ହିଜିବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉ ନାହିଁ। ହିଂସାରେ ଏପର୍ଯ୍ୟନ୍ତ ୨୩ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ହିଂସାକାଣ୍ଡ ପରେ ଶ୍ରୀନଗରର ୧୧ଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ୧୨୦୦ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଏହି ଘଟଣା ପରେ ଅମରନାଥ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଘରକୁ ଫେରିଯିବା ପାଇଁ କୁହାଯାଇଛି। […]

curfew

curfew

Rakesh Mallick
  • Published: Monday, 11 July 2016
  • Updated: 11 July 2016, 03:34 PM IST

Sports

Latest News

ଜମ୍ମୁ: ହିଜିବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉ ନାହିଁ। ହିଂସାରେ ଏପର୍ଯ୍ୟନ୍ତ ୨୩ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ହିଂସାକାଣ୍ଡ ପରେ ଶ୍ରୀନଗରର ୧୧ଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ୧୨୦୦ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି।

ଏହି ଘଟଣା ପରେ ଅମରନାଥ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଘରକୁ ଫେରିଯିବା ପାଇଁ କୁହାଯାଇଛି। ଅମରନାଥ ଯାତ୍ରୀ ଜମ୍ମୁରୁ ବାଲାଟାଲ ଓ ପହଲଗାମ ଯେପରି ନ ଯିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ବାଲଟାଲ ଓ ଅନ୍ୟ ସ୍ଥାନରେ ଫସି ରହିଥିବା ଅମରନାଥ ଯାତ୍ରୀଙ୍କୁ ଜମ୍ମୁ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story