କାହିଁକି ଚନ୍ଦ୍ରବାବୁଙ୍କୁ ଚୋର ଓ ରାଜଦ୍ରୋହୀ କହିଲେ କେସିଆର୍‌

ନିଜମାବାଦ୍‌: ” ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଜଣେ ଚୋର ଓ ରାଜଦ୍ରୋହୀ। ତାଙ୍କୁ କେହି ବିଶ୍ୱାସ କରିବା କଥା ନୁହେଁ। ତେଲେଙ୍ଗାନାବାସୀ ଚନ୍ଦ୍ରବାବୁଙ୍କ ଭଳି ଜଣେ ରାଜଦ୍ରୋହୀଙ୍କୁ ସମର୍ଥନ କରନ୍ତୁ ନାହିଁ ” ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଆଜି କହିଛନ୍ତି। ନିଜାମାବାଦ୍‌ଠାରେ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେଇ କେସିଆର୍‌ କହିଛନ୍ତି, ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚନ୍ଦ୍ରବାବୁଙ୍କ ଟିଡିପି କଂଗ୍ରେସ ଭଳି ଏକ […]

e

e

Hemant Lenka
  • Published: Thursday, 04 October 2018
  • Updated: 04 October 2018, 06:35 PM IST

Sports

Latest News

ନିଜମାବାଦ୍‌: " ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଜଣେ ଚୋର ଓ ରାଜଦ୍ରୋହୀ। ତାଙ୍କୁ କେହି ବିଶ୍ୱାସ କରିବା କଥା ନୁହେଁ। ତେଲେଙ୍ଗାନାବାସୀ ଚନ୍ଦ୍ରବାବୁଙ୍କ ଭଳି ଜଣେ ରାଜଦ୍ରୋହୀଙ୍କୁ ସମର୍ଥନ କରନ୍ତୁ ନାହିଁ " ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଆଜି କହିଛନ୍ତି।

ନିଜାମାବାଦ୍‌ଠାରେ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେଇ କେସିଆର୍‌ କହିଛନ୍ତି, ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚନ୍ଦ୍ରବାବୁଙ୍କ ଟିଡିପି କଂଗ୍ରେସ ଭଳି ଏକ ଦଳ ସହ ମେଣ୍ଟ କରିଛି। ଯଦି ଟିଡିପି କିଛି ଆସନ ପାଇବାକୁ ଚାହୁଁଛି, ତା’ହେଲେ ଆମକୁ କହିପାରିଥାଆନ୍ତା, ମୁଁ ସେମାନଙ୍କୁ ଖୁସିରେ କିଛି ଆସନ ଦେଇଥାଆନ୍ତି। ୨୦୧୫ରେ ଚନ୍ଦ୍ରବାବୁ ନାଇଡୁ ଜଣେ ମନୋନୀତ ବିଧାନ ପରିଷଦ ସଭ୍ୟଙ୍କୁ ଲାଞ୍ଚ ଦେଇ ନିଜ ପକ୍ଷରେ ସାମିଲ କରିଥିଲେ।

ସେ ଜଣେ ରାକ୍ଷସ। ଲାଞ୍ଚ କାରବାର କରୁଥିବା ଜଣେ ଚୋର। ସେଭଳି ଜଣେ ଲୋକ କ’ଣ ପୁଣି ଶାସନ କରୁ ବୋଲି ଆପଣ ଚାହାନ୍ତି କି ବୋଲି କେସିଆର ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ଟିଡିପି ନେତା ତଥା ବର୍ତ୍ତମାନର ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଭାନଥ ରେଡ୍ଡୀ ଜଣେ ବିଧାୟକଙ୍କୁ ଚନ୍ଦ୍ରବାବୁ ନାଇଡୁ ପକ୍ଷରୁ ଟଙ୍କା ଦେଉଥିବା ଭିଡିଓ ଭାଇରାଲ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story