ଘନେଇଲା ଯୁଦ୍ଧ ଆଶଙ୍କା, ଦ. କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ପ୍ୟୋଙ୍ଗୟୋଙ୍ଗ: କରୋନା ମହାମାରୀ ବେଳେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଦୁଇ ଦେଶ ମଧ୍ୟରେ ସମସ୍ତ ସମ୍ପର୍କ ବାତିଲ୍ ହୋଇଛି। ସୀମାରେ ଦକ୍ଷିଣ କୋରିଆ ପଟୁ ବେଲୁନ୍ ଜରିଆରେ କିମ୍ ଜଙ୍ଗଙ୍କ ବିରୋଧରେ ବାର୍ତ୍ତା ଯାଉଥିବାରୁ ଏହାକୁ ନେଇ ଖପ୍ପା ହୋଇଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗଙ୍କ ଉଭଣୀ କିମ୍ ୟୋ ଜଙ୍ଗ୍। ସୀମାରେ ବେଲୁନ୍ ଉଡ଼ାଇବା ଉପରେ ଦ.କୋରିଆ କଟକଣା ନଗାଇଲେ ଆଗାମୀ ଦିନରେ ଉତ୍ତର କୋରିଆ […]

KIM JONG SISTER

KIM JONG SISTER

Subhransu Sekhar
  • Published: Sunday, 14 June 2020
  • Updated: 14 June 2020, 04:29 PM IST

Sports

Latest News

ପ୍ୟୋଙ୍ଗୟୋଙ୍ଗ: କରୋନା ମହାମାରୀ ବେଳେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଦୁଇ ଦେଶ ମଧ୍ୟରେ ସମସ୍ତ ସମ୍ପର୍କ ବାତିଲ୍ ହୋଇଛି। ସୀମାରେ ଦକ୍ଷିଣ କୋରିଆ ପଟୁ ବେଲୁନ୍ ଜରିଆରେ କିମ୍ ଜଙ୍ଗଙ୍କ ବିରୋଧରେ ବାର୍ତ୍ତା ଯାଉଥିବାରୁ ଏହାକୁ ନେଇ ଖପ୍ପା ହୋଇଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗଙ୍କ ଉଭଣୀ କିମ୍ ୟୋ ଜଙ୍ଗ୍। ସୀମାରେ ବେଲୁନ୍ ଉଡ଼ାଇବା ଉପରେ ଦ.କୋରିଆ କଟକଣା ନଗାଇଲେ ଆଗାମୀ ଦିନରେ ଉତ୍ତର କୋରିଆ ସେନା ପଠାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି କିମ୍ ୟୋ ଜଙ୍ଗ୍। ଏଥିସହ ପଡ଼ୋଶୀ ଦେଶ ଦକ୍ଷିଣ କୋରିଆକୁ ‘ଶତ୍ରୁ’ ବୋଲି କିମ୍ ୟୋ ଜଙ୍ଗ୍ କହିଛନ୍ତି।

ଉତ୍ତର କୋରିଆର ରାଷ୍ଟ୍ରପତି ତଥା ତାଙ୍କ ଦଳର ସୁପ୍ରିମ୍ ଲିଡର କିମ୍ ଜଙ୍ଗଙ୍କ ପରାମର୍ଶ କ୍ରମେ ସେନାକୁ କାର୍ଯ୍ୟାନୁଷ୍ଠାନ ନେବାକୁ କିମ୍ ୟୋ କହିଛନ୍ତି। ଏବେ ସେନା ମୁଖ୍ୟ କାର୍ଯ୍ୟାନୁଷ୍ଠାନ ବାବଦରେ ଶେଷ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଯଦି ସେନା କାର୍ଯ୍ୟାନୁଷ୍ଠାନ ନେବ ତା’ହେଲେ ଦକ୍ଷିଣ କୋରିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କିମ୍ ୟୋ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୭ରୁ ଏଯାବତ ଦ.କୋରିଆ ସୀମାରୁ ୫ ଲକ୍ଷ ବେଲୁନ୍ ଉତ୍ତର କୋରିଆକୁ ଛଡ଼ା ହୋଇଛି। ଏହି ବେଲୁନ୍ ଜରିଆରେ ଉତ୍ତର କୋରିଆରେ ହେଉଥିବା ମାନବାଧିକାର ଉଲ୍ଲଘଂନ, କିମଙ୍କ ପରମାଣୁ ଧମକ ଆଦି ଉପରେ ବାର୍ତ୍ତା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story