କିରଣ ବେଦୀ ପୁଡୁଚେରୀର ଉପରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର ତଥା ବିଜେପି ନେତ୍ରୀ କିରଣ ବେଦୀଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଆଜି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଯୁକ୍ତି ଦେଇଛନ୍ତି। କିରଣ ବେଦୀ ୩୦ ବର୍ଷରୁ ଅଧିକ ସମୟ ଧରି ଜଣେ ପୋଲିସ୍ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୫ରେ ସେ ବିଜେପି ଟିକେଟ୍‌ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତେବେ ସେ ହାରି ଯାଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ସେ ଅନ୍ନା ହଜାରେଙ୍କ ନେତୃତ୍ୱାଧୀନ ଇଣ୍ଡିଆ […]

Kiran Bedi

Kiran Bedi

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 11:05 AM IST

Sports

Latest News

Kiran Bediନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର ତଥା ବିଜେପି ନେତ୍ରୀ କିରଣ ବେଦୀଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଆଜି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଯୁକ୍ତି ଦେଇଛନ୍ତି।

କିରଣ ବେଦୀ ୩୦ ବର୍ଷରୁ ଅଧିକ ସମୟ ଧରି ଜଣେ ପୋଲିସ୍ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୫ରେ ସେ ବିଜେପି ଟିକେଟ୍‌ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତେବେ ସେ ହାରି ଯାଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ସେ ଅନ୍ନା ହଜାରେଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଏଗେନଷ୍ଟ କରପସନ୍ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ। ପରେ ସେ ଏଥିରୁ ଦୂରେଇ ଯାଇଥିଲେ।

ନିକଟରେ ଶେଷ ହୋଇଥିବା ପୁଡୁଚେରୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଡିଏମ୍‌କେ ମେଣ୍ଟ ୧୭ଟି ଆସନ ଜିତିଛି। ୩୦ଟି ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏହି ମେଣ୍ଟ ଶାସନ ଭାର ସମ୍ଭାଳିବ। ଏଠାରେ ଏଆଇଏଡିଏମ୍‌କେକୁ ମାତ୍ର ୪ଟି ଆସନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story