ଲଖଭୀକୁ ସୁରକ୍ଷା ଦେଉଛନ୍ତି ପାକ୍ ସେନାର କୋମାଣ୍ଡୋ

ନୂଆଦିଲ୍ଲୀ: ଲସ୍କର-ଇ-ତୋଇବା ସହିତ ପାକିସ୍ତାନ ସରକାରଙ୍କର ଗଭୀର ସଂପର୍କ ରହିଥିବା ନେଇ ପୁଣି ଥରେ ଖୁଲାସା ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି-ଉର୍-ରେହମନ ଲଖଭୀକୁ ସୁରକ୍ଷା ଯୋଗାଇ ଦେଉଛନ୍ତି ପାକିସ୍ତାନ ସେନାର କୋମାଣ୍ଡୋମାନେ। ମୁମ୍ବାଇ ଆକ୍ରମଣ ମାମଲାରେ ଜାମିନ ପାଇ ଏପ୍ରିଲ ୧୦ରେ ଜେଲରୁ ବାହାରିବା ପରେ ଲାହୋରରେ ରହୁଛି ଲଖଭୀ। ଆଉ ତା’ଘର ଚାରିପାଖେ ଜଗି ରହିଛନ୍ତି ପାକିସ୍ତାନ ସେନାର କୋମାଣ୍ଡୋମାନେ। ଏହି କୋମାଣ୍ଡୋମାନେ ସାଦା ପୋଷାକ ପିନ୍ଧୁଛନ୍ତି। କୌଣସି ବିବାଦକୁ ଏଡ଼ାଇବାକୁ ପାକ୍ […]

lakhvi

lakhvi

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 05:39 AM IST

ନୂଆଦିଲ୍ଲୀ: ଲସ୍କର-ଇ-ତୋଇବା ସହିତ ପାକିସ୍ତାନ ସରକାରଙ୍କର ଗଭୀର ସଂପର୍କ ରହିଥିବା ନେଇ ପୁଣି ଥରେ ଖୁଲାସା ହୋଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି-ଉର୍-ରେହମନ ଲଖଭୀକୁ ସୁରକ୍ଷା ଯୋଗାଇ ଦେଉଛନ୍ତି ପାକିସ୍ତାନ ସେନାର କୋମାଣ୍ଡୋମାନେ। ମୁମ୍ବାଇ ଆକ୍ରମଣ ମାମଲାରେ ଜାମିନ ପାଇ ଏପ୍ରିଲ ୧୦ରେ ଜେଲରୁ ବାହାରିବା ପରେ ଲାହୋରରେ ରହୁଛି ଲଖଭୀ। ଆଉ ତା’ଘର ଚାରିପାଖେ ଜଗି ରହିଛନ୍ତି ପାକିସ୍ତାନ ସେନାର କୋମାଣ୍ଡୋମାନେ। ଏହି କୋମାଣ୍ଡୋମାନେ ସାଦା ପୋଷାକ ପିନ୍ଧୁଛନ୍ତି। କୌଣସି ବିବାଦକୁ ଏଡ଼ାଇବାକୁ ପାକ୍ ସେନା ଏହାର କୋମାଣ୍ଡୋମାନଙ୍କୁ ସାଦା ପୋଷାକ ପିନ୍ଧି ଲଖଭୀକୁ ଜଗିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଲଖଭୀ ରାୱାଲାପିଣ୍ଡିର ଅଦିଆଲା ଜେଲରୁ ବାହାରିବା ପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ତାକୁ ତତକ୍ଷଣାତ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଆଉ ପରେ ସେନାର କୋମାଣ୍ଡୋମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୁଣି ଲଖଭୀକୁ ଲାହୋରର ଯେଉଁ ଘରେ ରଖାଯାଇଛି ତାହାକୁ ବି ଆଇଏସଆଇ ଯୋଗାଇ ଦେଇଛି। ଖାଲି ସେତିକି ନୁହେଁ, ଲଖଭୀ ପ୍ରତିଦିନ ସେନାର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛି। ଲଖଭୀକୁ ପାକିସ୍ତାନୀ ପ୍ରଶାସନର ଏମିତି ଖୋଲାଖୋଲି ସହଯୋଗ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଗୋଟିଏ ପଟେ ଲସ୍କର-ଇ-ତୋଇବା ଭାରତର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିଥିବା ବେଳେ ସଂଗଠନର ସଦସ୍ୟ ଲଖଭୀକୁ ପାକିସ୍ତାନୀ ପ୍ରଶାସନର ସହଯୋଗ କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରିଛି।

ଦୁଇ ଦିନ ପୂର୍ବେ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ତଥା ଜାମତ-ଉଦ୍-ଦାୱାର ମୁଖ୍ୟ ହାଫିଜ୍ ସୟିଦ କହିଥିଲା ଯେ ତା’ସଂଗଠନ ପାକିସ୍ତାନ ସରକାର ଓ ପାକିସ୍ତାନର ସେନାକୁ ସହଯୋଗ କରି ଆସୁଛି। ଜମ୍ମୁ ଓ କାଶ୍ମୀରବାସୀଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନା ଯେଉଁ ଅଭିଯାନ ଚଳାଇଛନ୍ତି ତାହାକୁ ଫଳପ୍ରଦ କରିବା ପାଇଁ ଲସ୍କର-ଇ-ତୋଇବା ଓ ଜାମତ-ଉଦ୍-ଦାୱାର ସହଯୋଗ କରୁଛନ୍ତି ଓ ଜିହାଦ ଚଲାଇଛନ୍ତି। ଲଖଭୀ ହେଉଛି ହାଫିଜର ସଂପର୍କୀୟ।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣରେ ଲଖଭୀ ମାଷ୍ଟରମାଇଣ୍ଡ ଥିଲା। ସେ ପାକିସ୍ତାନରେ ରହି ମୁମ୍ବାଇରେ ପଶିଥିବା ୧୦ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିଥିଲା। ୨୦୦୮ ଡିସେମ୍ବରରେ ତାକୁ ଗିରଫ କରାଯାଇଥିଲା। ଗଲା ୭ ବର୍ଷ ହେଲା ସେ ଜେଲରେ ରହିଥିଲା। ଗତବର୍ଷ ଡିସେମ୍ବର ମାସରେ ତାକୁ ପାକିସ୍ତାନର ଏକ ତଳକୋର୍ଟ ଜାମିନ ଦେଇଥିଲେ। ତେବେ ଭାରତର ତୀବ୍ର ବିରୋଧ ଓ ପେଶାୱରସ୍ଥିତ ସେନା ସ୍କୁଲ୍ରେ ଆକ୍ରମଣ ଯୋଗୁ ପାକିସ୍ତାନ ସରକାର ଅଲଗା ଦଫା ଲଗାଇ ଲଖଭୀକୁ ଜେଲରେ ରଖିଲେ। ତେବେ ଗତ ମାର୍ଚ୍ଚ ମାସରେ ଲାହୋର ହାଇକୋର୍ଟ ତାକୁ ଜେଲରୁ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଭାରତ ସରକାର ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ପାକିସ୍ତାନ ସରକାର ଠିକ୍ ଭାବେ ଲଖଭୀ ବିରୁଦ୍ଧରେ କୋର୍ଟରେ ତଥ୍ୟ ଉପସ୍ଥିତ କରାଯାଇନାହିଁ ବୋଲି କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story