ଲାଲୁ ଯାଦବଙ୍କ କିଡ୍‌ନୀ ଖରାପ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍। ଲାଲୁଙ୍କ କିଡ଼ନୀ ଖରାପ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଝାଡଖଣ୍ଡ ସ୍ଥିତି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ବା ରାଞ୍ଚି ହସ୍ପିଟାଲର ଡାକ୍ତର ପିକେ ଝା କହିଛନ୍ତି ଲାଲୁଙ୍କ […]

lalu yadav

lalu yadav

Subhransu Sekhar
  • Published: Sunday, 01 September 2019
  • Updated: 01 September 2019, 11:38 AM IST

Sports

Latest News

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍। ଲାଲୁଙ୍କ କିଡ଼ନୀ ଖରାପ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଝାଡଖଣ୍ଡ ସ୍ଥିତି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ବା ରାଞ୍ଚି ହସ୍ପିଟାଲର ଡାକ୍ତର ପିକେ ଝା କହିଛନ୍ତି ଲାଲୁଙ୍କ କିଡନୀ ୩୭ ପ୍ରତିଶତ କାମ କରୁଥିବା ବେଳେ ୬୩ ପ୍ରତିଶତ କାମ କରୁନାହିଁ। ଲାଲୁଙ୍କ ରକ୍ତ ସଂକ୍ରମିତ ହୋଇଥିବାରୁ ତାଙ୍କ କିଡନୀ ଏହାଦ୍ୱାରା ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଲାଲୁ ଯାଦବ ଏବେ ଡାଇବେଟିସ, ରକ୍ତ ଚାପ, କିଡ଼ନୀ ରୋଗର ଶିକାର ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story