ସାରା ଦେଶରେ ହାଥରସ ନିଆଁ, ଯନ୍ତରମନ୍ତରରେ ସବୁଠାରୁ ବଡ଼ ଆନ୍ଦୋଳନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପୀଡ଼ିତାଙ୍କ ନିଜ ରାଜ୍ୟ ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ମୁମ୍ବାଇ ଓ ଦିଲ୍ଲୀରେ ବିକ୍ଷୋଭ ଦେଖାଦେଇଛି। ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଶତାଧିକ ଛାତ୍ର, ବିଭିନ୍ନ ରାଜନୀତିକ ଦଳର କର୍ମକର୍ତ୍ତା ଓ ସାମାଜିକ କର୍ମୀମାନେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯନ୍ତରମନ୍ତର ଠାରେ ଚାଲିଥିବା ଆନ୍ଦୋଳନରେ ସାମିଲ […]

jh

jh

Hemant Lenka
  • Published: Friday, 02 October 2020
  • Updated: 02 October 2020, 07:12 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପୀଡ଼ିତାଙ୍କ ନିଜ ରାଜ୍ୟ ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ମୁମ୍ବାଇ ଓ ଦିଲ୍ଲୀରେ ବିକ୍ଷୋଭ ଦେଖାଦେଇଛି। ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଶତାଧିକ ଛାତ୍ର, ବିଭିନ୍ନ ରାଜନୀତିକ ଦଳର କର୍ମକର୍ତ୍ତା ଓ ସାମାଜିକ କର୍ମୀମାନେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯନ୍ତରମନ୍ତର ଠାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବେ। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଯନ୍ତରମନ୍ତର ଠାରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି।

ଆନ୍ଦୋଳନରେ ସାମିଲ ହୋଇଥିବା ଲୋକମାନେ ଏକା ସ୍ୱରରେ ହାଥରସ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି। ଭୀମ ଆର୍ମି, ବିଭିନ୍ନ ଛାତ୍ର ସଂଗଠନ ଓ ବାମଦଳ ଇଣ୍ଡିଆ ଗେଟ୍‌ ନିକଟ ଯନ୍ତରମନ୍ତର ଠାରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଇଣ୍ଡିଆ ଗେଟ୍‌ ନିକଟରେ ଆଜି ଆନ୍ଦୋଳନର ଡାକରା ଦେଇଥିଲେ। ହେଲେ ପୁଲିସ୍‌ ଏଠାରେ ୧୪୪ ଧାରା ଲାଗୁ କରିବାରୁ ସେ ପ୍ରସ୍ତାବିତ ଆନ୍ଦୋଳନକୁ ଯନ୍ତରମନ୍ତରକୁ ସ୍ଥାନାନ୍ତର କରିଥିଲେ।

ସିପିଆଇଏମ ନେତା ସୀତରାମ ୟେଚୁରୀ କହିଛନ୍ତି, କ୍ଷମତାରେ ରହିବାକୁ ଉତ୍ତର ପ୍ରଦେଶ ସରକାରଙ୍କର କୌଣସି ଅଧିକାର ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଆମର ଦାବି। ସିପିଆଇଏମ ପକ୍ଷରୁ ଡି ରାଜା ଓ ସୀତାରାମ ୟେଚୁରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିସହ ଶତାଧିକ ଲୋକ ଯନ୍ତରମନ୍ତରରେ ବସି ଉତ୍ତର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି।

ମୁମ୍ବାଇରେ ମଧ୍ୟ କଂଗ୍ରେସ ତରଫରୁ ପ୍ରତିବାଦ ସଭା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story