ସୁରକ୍ଷା କର୍ମୀଙ୍କୁ ସହଯୋଗ କଲେ ହତ୍ୟା କରିବୁ : ଲକ୍ସର-ଇ-ତୋଇବା

ଜମ୍ମୁ : ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ସହଯୋଗ କଲେ ଗୁଳି କରି ହତ୍ୟା କରାଯିବ ବୋଲି ଲକ୍ସର-ଇ-ତୋଇବା ପକ୍ଷରୁ ଚେତାବନୀ ଦିଆଯାଇଛି । ଇଦ ଅବସରରେ ଜମ୍ମୁ-କଶ୍ମୀରର ବିଭିନ୍ନ ମସଜିତ ଆଗରେ ପୋଷ୍ଟର ମାରି ଏହି ଆତଙ୍କୀ ସଂଗଠନ ଏପରି ଧମକ ଦେଇଛି । ମହିଳା ମାନଙ୍କୁ ପୋଲିସ କ୍ୟାମ୍ପ ପାଖକୁ ଯିବାକୁ ବାରଣ କରିଛନ୍ତି । ଏହା ସହ ଠିକାଦାର ମାନଙ୍କୁ ସେନା ସହ ମିଶି କାମ ନକରିବାକୁ ଧମକ ଦିଆଯାଇଛି ।

lashkar-e-taiba-1

lashkar-e-taiba-1

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 06:42 PM IST

Sports

Latest News

ଜମ୍ମୁ : ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ସହଯୋଗ କଲେ ଗୁଳି କରି ହତ୍ୟା କରାଯିବ ବୋଲି ଲକ୍ସର-ଇ-ତୋଇବା ପକ୍ଷରୁ ଚେତାବନୀ ଦିଆଯାଇଛି । ଇଦ ଅବସରରେ ଜମ୍ମୁ-କଶ୍ମୀରର ବିଭିନ୍ନ ମସଜିତ ଆଗରେ ପୋଷ୍ଟର ମାରି ଏହି ଆତଙ୍କୀ ସଂଗଠନ ଏପରି ଧମକ ଦେଇଛି ।

ମହିଳା ମାନଙ୍କୁ ପୋଲିସ କ୍ୟାମ୍ପ ପାଖକୁ ଯିବାକୁ ବାରଣ କରିଛନ୍ତି । ଏହା ସହ ଠିକାଦାର ମାନଙ୍କୁ ସେନା ସହ ମିଶି କାମ ନକରିବାକୁ ଧମକ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos