ସରକାର ହାରିଲେ, ଡିଏମ୍‌କେ ଜିତିଲା: ମ୍ୟାରିନା ବିଚ୍‌ରେ ହେବ କରୁଣାନିଧିଙ୍କ ଶେଷକୃତ୍ୟ

ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ଶେଷକୃତ୍ୟ ଚେନ୍ନାଇର ମରୀନା ବିଚ୍‌ରେ ହେବା ନିଶ୍ଚିତ ହୋଇଛି। କରୁଣାନିଧିଙ୍କ ଶେଷକୃତ୍ୟ ମ୍ୟାରିନା ବିଚ୍‌ରେ କରିବାକୁ ମାଡ୍ରାସ୍‌ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ କାବେରୀ ହସ୍ପିଟାଲ୍‌ରେ କରୁଣାନିଧିଙ୍କ ପରଲୋକ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମରୀନା ବିଚ୍‌ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଉ ବୋଲି ତାଙ୍କ ଦଳର ନେତାଙ୍କ ସହ ଲକ୍ଷ ଲକ୍ଷ ସମର୍ଥକ ଦାବି କରିଥିଲେ। ହେଲେ […]

karuna

karuna

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 11:57 AM IST

Sports

Latest News

ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ଶେଷକୃତ୍ୟ ଚେନ୍ନାଇର ମରୀନା ବିଚ୍‌ରେ ହେବା ନିଶ୍ଚିତ ହୋଇଛି। କରୁଣାନିଧିଙ୍କ ଶେଷକୃତ୍ୟ ମ୍ୟାରିନା ବିଚ୍‌ରେ କରିବାକୁ ମାଡ୍ରାସ୍‌ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ କାବେରୀ ହସ୍ପିଟାଲ୍‌ରେ କରୁଣାନିଧିଙ୍କ ପରଲୋକ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମରୀନା ବିଚ୍‌ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଉ ବୋଲି ତାଙ୍କ ଦଳର ନେତାଙ୍କ ସହ ଲକ୍ଷ ଲକ୍ଷ ସମର୍ଥକ ଦାବି କରିଥିଲେ। ହେଲେ କ୍ଷମତାସୀନ ଏଆଇଡିଏମ୍‌କେ ସରକାର ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ଏହାକୁ ବିରୋଧ କରି ଡିଏମ୍‌କେ ମାଡ୍ରାସ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଡିଏମ୍‌କେର ପିଟିସନ୍‌ ଦାଖଲ ପରେ ଗତକାଲି ବିଳମ୍ବିତ ରାତିରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୁଲୁଭାଦି ଜି. ରକେଶଙ୍କ ଘରେ ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ମରୀନା ବିଚ୍‌ରେ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story