ଲତା ଓ ସଚିନଙ୍କ ବ୍ୟଙ୍ଗ କରିଥିବା ତନ୍ମୟଙ୍କ ନାଁରେ ପୋଲିସ୍‌ରେ ଅଭିଯୋଗ

ମୁମ୍ବାଇ: ଭାରତରତ୍ନ ଲତା ମଙ୍ଗେସକର ଓ ସଚିନ ତେନ୍ଦୁଲକରଙ୍କୁ ବ୍ୟଙ୍ଗ କରି ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରିଥିବା ଏଆଇବିର କମେଡିଆନ୍ ତନ୍ମୟ ଭଟ୍ଟଙ୍କ ନାଁରେ ପୋଲିସ୍‌ରେ ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ଓ ଭାରତୀୟ ଜନତା ପାର୍ଟି। ପୋଲିସ୍ ଘଟଣାର ତଦନ୍ତ କରୁଛି। ତନ୍ମୟଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ବିଜେପି ନେତା ଆଶିଷ ଶୋଲାର ଦାବି କରିଛନ୍ତି। ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ତନ୍ମୟଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ମହାରାଷ୍ଟ୍ର […]

tanmay2

tanmay2

Rakesh Mallick
  • Published: Monday, 30 May 2016
  • Updated: 30 May 2016, 12:16 PM IST

Sports

Latest News

tanmay2ମୁମ୍ବାଇ: ଭାରତରତ୍ନ ଲତା ମଙ୍ଗେସକର ଓ ସଚିନ ତେନ୍ଦୁଲକରଙ୍କୁ ବ୍ୟଙ୍ଗ କରି ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରିଥିବା ଏଆଇବିର କମେଡିଆନ୍ ତନ୍ମୟ ଭଟ୍ଟଙ୍କ ନାଁରେ ପୋଲିସ୍‌ରେ ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ଓ ଭାରତୀୟ ଜନତା ପାର୍ଟି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ତନ୍ମୟଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ବିଜେପି ନେତା ଆଶିଷ ଶୋଲାର ଦାବି କରିଛନ୍ତି। ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ତନ୍ମୟଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ମହାରାଷ୍ଟ୍ର ନବ ନିର୍ମାଣ ସେନା ତାଙ୍କୁ ପିଟିବା ପାଇଁ ମଧ୍ୟ ଧମକ ଦେଇଛି।

ମୁମ୍ବାଇ ପୋଲିସ୍‌ର ସାଇବର ସେଲ୍‌ର ଏସିପି ଯଶବନ୍ତ ପାଠକ କହିଛନ୍ତି,“କମେଡିଆନ୍ ତନ୍ମୟ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ୍ ଅଭିଯୋଗ ପାଇବା ପରେ ଗୁଗଲ, ଫେସ୍‌ବୁକ୍ ଓ ୟୁଟ୍ୟୁବ୍ ସହିତ ଯୋଗାଯୋଗରେ ଅଛି। ତନ୍ମୟ ଭଟ୍ଟଙ୍କ ଦ୍ୱାରା ଅପ୍‌ଲୋଡ୍ କରାଯାଇଥିବା ଭିଡିଓଗୁଡ଼ିକୁ ହଟାଇବା ପାଇଁ କୁହାଯାଇଛି। ଯେଉଁ ଆଇପି ଠିକଣାରୁ ଏହି ଭିଡିଓଗୁଡ଼ିକୁ ଅପ୍‌ଲୋଡ୍ କରାଯାଇଥିଲା ତା’ର ଯାଞ୍ଚ କରାଯାଉଛି।”

ତନ୍ମୟ ଭଟ୍ଟ ପୋଷ୍ଟ କରିଥିବା ଭିଡିଓରେ ଲତା ମଙ୍ଗେସକର ଓ ସଚିନ୍‌ଙ୍କ ମେକଅପ୍‌କୁ ନେଇ ମିମିକ୍ରି କରାଯାଇଛି। ତା’ସହିତ ଅନେକ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଛି।

ତନ୍ମୟଙ୍କ ଭିଡିଓକୁ ଦେଖି ବଲିଉଡ୍‌ରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁପମ୍ ଖେର ଟ୍ୱିଟ୍ କରିଛନ୍ତି,“ମୁଁ ୯ ଥର ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଜିତିଛି। ମୋ ପାଖରେ ଜବରଦସ୍ତ ସେନ୍ସ ଅଫ୍ ହ୍ୟୁମର ଅଛି। କିନ୍ତୁ ମୁଁ ଏଭଳି ଘୃଣ୍ୟ ଓ ଅଶୋଭନୀୟ ବ୍ୟଙ୍ଗ କରେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story