ଲିବ୍ୟାରେ ବିମାନ ଅପହରଣ, ସମସ୍ତ ଯାତ୍ରୀ ମୁକ୍ତ

ତ୍ରିପୋଲି: ଆଫ୍ରିକୀୟ ଏୟାରଲାଇନ୍ସର ଏକ ବିମାନକୁ ଆଜି ଲିବ୍ୟାରେ ଅପହରଣ କରାଯାଇଛି। ଅପହରଣକାରୀମାନେ ବିମାନଟିକୁ ମାଲଟାରେ ଅବତରଣ କରାଇଥିଲେ। ଲିବ୍ୟାର ସେଭାରୁ ୧୧୮ ଜଣ ଯାତ୍ରୀଙ୍କୁ ଧରି ବାହାରିଥିବା ଏହି ବିମାନଟି ତ୍ରିପୋଲି ଯିବାର ଥିଲା। ତେବେ ଦୁଇ ଜଣ ଅପହରଣକାରୀ ତାଙ୍କ ନିକଟରେ ଗ୍ରେନେଡ୍‌ ଅଛି ବିମାନକୁ ବିସ୍ଫୋରଣ କରି ଉଡାଇ ଦେବେ ବୋଲି କହିଥିଲେ। ଫଳରେ ପାଇଲଟ୍‌ ବିମାନଟି ତ୍ରିପୋଲି ନନେଇ ମାଲଟା ଆନ୍ତର୍ଜାତୀକ ବିମାନବନ୍ଦରରେ ଅବତରଣ କରାଇଥିଲେ। ଅନ୍ୟପକ୍ଷରେ ବିମାନ ଅପହରଣ ହୋଇଥିବା […]

maltese-airport-survey

maltese-airport-survey

Rakesh Mallick
  • Published: Friday, 23 December 2016
  • Updated: 04 May 2017, 03:44 PM IST

Sports

Latest News

ତ୍ରିପୋଲି: ଆଫ୍ରିକୀୟ ଏୟାରଲାଇନ୍ସର ଏକ ବିମାନକୁ ଆଜି ଲିବ୍ୟାରେ ଅପହରଣ କରାଯାଇଛି। ଅପହରଣକାରୀମାନେ ବିମାନଟିକୁ ମାଲଟାରେ ଅବତରଣ କରାଇଥିଲେ।

ଲିବ୍ୟାର ସେଭାରୁ ୧୧୮ ଜଣ ଯାତ୍ରୀଙ୍କୁ ଧରି ବାହାରିଥିବା ଏହି ବିମାନଟି ତ୍ରିପୋଲି ଯିବାର ଥିଲା। ତେବେ ଦୁଇ ଜଣ ଅପହରଣକାରୀ ତାଙ୍କ ନିକଟରେ ଗ୍ରେନେଡ୍‌ ଅଛି ବିମାନକୁ ବିସ୍ଫୋରଣ କରି ଉଡାଇ ଦେବେ ବୋଲି କହିଥିଲେ। ଫଳରେ ପାଇଲଟ୍‌ ବିମାନଟି ତ୍ରିପୋଲି ନନେଇ ମାଲଟା ଆନ୍ତର୍ଜାତୀକ ବିମାନବନ୍ଦରରେ ଅବତରଣ କରାଇଥିଲେ। ଅନ୍ୟପକ୍ଷରେ ବିମାନ ଅପହରଣ ହୋଇଥିବା ସୂଚନା ମିଳିବା ପରେ ମାଲଟାର ସୁରକ୍ଷା କର୍ମୀ ଏହାକୁ ତୁରନ୍ତ ଘେରି ଯାଇଥିଲେ। ଅପହରଣକାରୀଙ୍କ ସହ କଥାବାର୍ତ୍ତା ପରେ ସମସ୍ତ ଯାତ୍ରୀ ମୁକ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story