ଲିବିୟା: ଜାହାଜ ବୁଡ଼ି ୭୦୦ ମୃତ ଆଶଙ୍କା

ରୋମ: ଭୂମଧ୍ୟସାଗରରେ ଏକ ଜାହାଜ ବୁଡ଼ି ଯିବା ଯୋଗୁ ୭୦୦ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଶନିବାର ରାତିରେ ଲିବିୟା ଉପକୂଳରୁ ମାତ୍ର କିଛି କିଲୋମିଟର ଦୂରରେ ହୋଇଥିବା ଏହି ଦୁର୍ଘଟଣାରେ ୨୮ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଟାଇମ୍ସ ଅଫ୍ ମାଲଟାରେ ରବିବାର ଏହି ଖବର ପ୍ରକାଶ ପାଇଛି। ଏହି ଘଟଣା ଦକ୍ଷିଣ ଇଟାଲୀରେ ଥିବା ଲ୍ୟାମ୍ପଡୁସା ଦ୍ୱୀପର ଦକ୍ଷିଣ ଉପକୂଳରେ ଘଟିଥିଲା । ଇଟାଲୀୟ ତଟରକ୍ଷା ବାହିନୀ ଓ ନୌସେନାର ଜାହାଜ ଓ […]

libiya

libiya

Rakesh Mallick
  • Published: Sunday, 19 April 2015
  • Updated: 04 May 2017, 03:45 PM IST

Sports

Latest News

ରୋମ: ଭୂମଧ୍ୟସାଗରରେ ଏକ ଜାହାଜ ବୁଡ଼ି ଯିବା ଯୋଗୁ ୭୦୦ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଶନିବାର ରାତିରେ ଲିବିୟା ଉପକୂଳରୁ ମାତ୍ର କିଛି କିଲୋମିଟର ଦୂରରେ ହୋଇଥିବା ଏହି ଦୁର୍ଘଟଣାରେ ୨୮ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଟାଇମ୍ସ ଅଫ୍ ମାଲଟାରେ ରବିବାର ଏହି ଖବର ପ୍ରକାଶ ପାଇଛି।

ଏହି ଘଟଣା ଦକ୍ଷିଣ ଇଟାଲୀରେ ଥିବା ଲ୍ୟାମ୍ପଡୁସା ଦ୍ୱୀପର ଦକ୍ଷିଣ ଉପକୂଳରେ ଘଟିଥିଲା । ଇଟାଲୀୟ ତଟରକ୍ଷା ବାହିନୀ ଓ ନୌସେନାର ଜାହାଜ ଓ ଯବାନମାନଙ୍କୁ ଉଦ୍ଧାରକାର୍ଯ୍ୟ ପାଇଁ ପଠାଯାଇଛି ।
ଜାହାଜଟିର ଗୋଟିଏ ପାଶ୍ୱର୍ରେ ଅଧିକ ଲୋକ ହୋଇଯିବାରୁ ସନ୍ତୁଳନ ହରାଇ ଏହା ବୁଡ଼ି ଯାଇଥିଲା ବୋଲି ଆଶଙ୍କା କରାଯାଉଛି । ତେବେ ଉଦ୍ଧାରକାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଇଟାଲୀୟ ତଟରକ୍ଷା ବାହିନୀ ଓ ନୌସେନା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ସେହିପରି ଜାହାଜଟିରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ ବୋଲି କୁହାଯାଉଛି ।

ଯଦି ଏହି ଘଟଣାଟି ସତ, ତା’ହେଲେ ଦକ୍ଷିଣ ଭୂମଧ୍ୟସାଗରରେ ଗତ ଦଶ ବର୍ଷରେ ଏହା ହେଉଛି ସବୁଠୁ ବଡ଼ ଜାହାଜ ଦୁର୍ଘଟଣା । ଏହି ଦୁର୍ଘଟଣାଟିକୁ ମିଶାଇ ଦେଲେ ଚଳିତ ବର୍ଷ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ସମୁଦ୍ରରେ ଦୁର୍ଘଟଣା ଘଟି ୧୫୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story