ଟ୍ରେନ୍‌ରେ ମନ୍ଦିର, ବଗି ନମ୍ବର ୫, ସିଟ୍‌ ନମ୍ବର ୬୦ ଭଗବାନ ଶିବଙ୍କ ପାଇଁ ରିଜର୍ଭ

ନୂଆଦିଲ୍ଲୀ: କାଶୀ-ମହାକାଳ ଏକ୍ସପ୍ରେସରେ ଲୋକଙ୍କୁ ଆଧ୍ୟାତ୍ମିକ ପରିବେଶ ମିଳିବ। କାରଣ ଏହି ଏକ୍ସପ୍ରେସର ବିଗ ନଂ ବି-୫ର ସିଟ୍‌ ନଂ ୬୪ ଭଗବାନ ମହାକାଳ(ଶିବ)ଙ୍କ ପାଇଁ ସର୍ବଦା ସଂରକ୍ଷିତ ହୋଇରହିବ। ଟ୍ରେନର ଏହି ସିଟ୍‌ରେ ଛୋଟ ମନ୍ଦିର ଭଳି ଚିତ୍ର ମଧ୍ୟ ରହିଛି। ଗତକାଲି ଏହି ଆଧ୍ୟତ୍ମିକ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଉଦଘାଟନ କରିଥିଲେ। ସୂତ୍ର ଅନୁସାରେ ମହାକାଳ ଏକ୍ସପ୍ରେସରେ ଧାର୍ମିକ ଭାବନା ଜାଗ୍ରତ କରିବା ପାଇଁ ଏକାଧିକ ବ୍ୟବସ୍ଥା କରାଯାଇଛି। ଏଥିରେ ଯାଉଥିବା […]

qw

qw

Hemant Lenka
  • Published: Monday, 17 February 2020
  • Updated: 17 February 2020, 01:52 PM IST

Sports

Latest News

ନୂଆଦିଲ୍ଲୀ: କାଶୀ-ମହାକାଳ ଏକ୍ସପ୍ରେସରେ ଲୋକଙ୍କୁ ଆଧ୍ୟାତ୍ମିକ ପରିବେଶ ମିଳିବ। କାରଣ ଏହି ଏକ୍ସପ୍ରେସର ବିଗ ନଂ ବି-୫ର ସିଟ୍‌ ନଂ ୬୪ ଭଗବାନ ମହାକାଳ(ଶିବ)ଙ୍କ ପାଇଁ ସର୍ବଦା ସଂରକ୍ଷିତ ହୋଇରହିବ। ଟ୍ରେନର ଏହି ସିଟ୍‌ରେ ଛୋଟ ମନ୍ଦିର ଭଳି ଚିତ୍ର ମଧ୍ୟ ରହିଛି। ଗତକାଲି ଏହି ଆଧ୍ୟତ୍ମିକ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଉଦଘାଟନ କରିଥିଲେ।

ସୂତ୍ର ଅନୁସାରେ ମହାକାଳ ଏକ୍ସପ୍ରେସରେ ଧାର୍ମିକ ଭାବନା ଜାଗ୍ରତ କରିବା ପାଇଁ ଏକାଧିକ ବ୍ୟବସ୍ଥା କରାଯାଇଛି। ଏଥିରେ ଯାଉଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଟ୍ରେନରେ ଭଜନ ଓ କୀର୍ତ୍ତିନର ବ୍ୟବସ୍ଥା କରାଯାଉଛି। ଭଜନ ଓ କୀର୍ତ୍ତିନ କରିବାକୁ କିଛି ଦିନ ପାଇଁ ସ୍ୱତନ୍ତ୍ର ମଣ୍ଡଳୀକୁ ପଠାଯିବ। ଏହାପରେ କ୍ୟାସେଟ ଜରିଆରେ ଏଭଳି ପ୍ରକ୍ରିୟା ଜାରି ରହିବ।

ଫେବୃଆରୀ ୨୦ରୁ ବାରାଣସୀରୁ ଇନ୍ଦୋର ମଧ୍ୟରେ ଯାତାୟାତ କରିବାକୁ ଥିବା କାଶୀ-ମହାକାଳ ଏକ୍ସପ୍ରେସରେ ଅଲଗା ଅଲଗା ୮ଟି ତୀର୍ଥସ୍ଥଳି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ରହିବ। ଆଇଆରଟିସି ମଧ୍ୟ ବାରାଣସୀ, ଅଯୋଧ୍ୟା, ପ୍ରୟାଗରାଜ, ଇନ୍ଦୋର, ଉଜ୍ଜୟନ ଓ ଭୋପାଳରେ ଥିବା ଧାର୍ମିକ ଓ ପର୍ଯ୍ୟଟନ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚଳାଇଛି।

ରେଳବାଇ ମୁଖପାତ୍ର ଦୀପକ କୁମାର କହିଛନ୍ତି, “ଉକ୍ତ ସିଟ୍‌କୁ ଏକ ଛୋଟ ମନ୍ଦିର ଭାବେ ଗଠନ କରାଯାଇଛି। ଭଗବାନ ଶିବଙ୍କ ପାଇଁ ଏହା ସର୍ବଦା ରିଜର୍ଭ ରହିବ। ପ୍ରଥମଥର ପାଇଁ କୌଣସି ଟ୍ରେନ୍‌ରେ ସିଟ୍‌କୁ ଭଗବାନଙ୍କ ପାଇଁ ରିଜର୍ଭ କରାଯାଇଛି।

ମଧ୍ୟପ୍ରଦେଶର ଉଜ୍ଜୟନରେ ଥିବା ଭଗବାନ ମହାକାଳଙ୍କ ପାଇଁ ଏହି ସିଟ୍‌ ସଂରକ୍ଷଣ ରହିଛି ବୋଲି ଲୋକଙ୍କୁ ଅବଗତ କରାଇବା ପାଇଁ ସିଟ୍‌ରେ ଏକ ମନ୍ଦିରର ଚିତ୍ର ଅଙ୍କା ଯାଇଛି। କମ୍‌ ସାଉଣ୍ଡର ଧାର୍ମିକ ସଂଗୀତ, ପ୍ରତି କୋଚରେ ଦୁଇ ଜଣ ଗାର୍ଡ ଓ କେବଳ ନିରାମିଷ ମିଲ୍‌ ହିଁ ଏହି ନୂଆ କରି ଚାଲିବାକୁ ଥିବା ନୂଆ ଟ୍ରେନ୍‌ରେ ରହିବ। ଏହା ବାରାଣସୀରୁ ଇନ୍ଦୋର ମଧ୍ୟରେ ସପ୍ତାହକୁ ୩ଥର ଚାଲିବ।”

ଅନ୍ୟପକ୍ଷରେ ଟ୍ରେନ୍‌ରେ ଭଗବାନ ଶିବଙ୍କ ପାଇଁ ସିଟ୍‌ ସଂରକ୍ଷଣ ନିଷ୍ପତ୍ତିକୁ ସାଂସଦ ଅସାଦୁଦ୍ଦିନ ଓୱେସୀ ନାପସନ୍ଦ କରିଛନ୍ତି। ଏଥିସହ ସେ ନିଜର ଆପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟ କରି ଅବଗତ କରାଇଛନ୍ତି। ଏହି ଟ୍ୱିଟରେ ସେ ଭାରତୀୟ ସମ୍ବିଧାନରେ ଥିବା ପ୍ରାବଧାନ ସମ୍ପର୍କରେ ଲେଖାଥିବା ଏକ ଫଟୋକୁ ଟ୍ୟାଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story