ସତ୍ୟ ଉନ୍ମୋଚନ ପାଇଁ ଚେଷ୍ଟା କରି ବାର ବର୍ଷ ନିଲମ୍ବନ ଦଣ୍ଡ ଭୋଗିଲେ ମାଜିଷ୍ଟ୍ରେଟ

ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କ୍ୟାଲକାଟା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି। ୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ […]

Man-Job-Train_feature

Man-Job-Train_feature

Subhransu Sekhar
  • Published: Tuesday, 09 July 2019
  • Updated: 09 July 2019, 11:08 AM IST
ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କ୍ୟାଲକାଟା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି।
୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ । ତେବେ ଏହି ଲୋକାଲ ଟ୍ରେନ ଟେସନରେ ପହଞ୍ଚିବାକୁ ବହୁତ ବିଳମ୍ୱ କରିଥିଲା। ଏହି ବିଳମ୍ବର କାରଣ କଣ ଓ ଏଭଳି ନିୟମିତ ଘଟୁଛି କି ନା, ତାହା ଜାଣିବା ପାଇଁ ଶ୍ରୀ ମଲ୍ଲିକ ଷ୍ଟେସନରେ ଥିବା ଅପେକ୍ଷାରତ ଯାତ୍ରୀଙ୍କୁ ପଚାରି ବୁଝିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ଟ୍ରେନର ଡ୍ରାଇଭର ଏବଂ ଗାର୍ଡସଙ୍କ ମିଲିଭଗତରେ ଏହି ଟ୍ରେନ୍ ବିଳମ୍ୱ ହେଉଛି। ସ୍ମଗଲର ମାନେ ବିଭିନ୍ନ ବେଆଇନ ଜିନିଷ ବିଭିନ୍ନ ସ୍ଥାନରୁ ଏହି ଟ୍ରେନରେ ଉଠାଉଥିବାରୁ ଟ୍ରେନ ବିଭିନ୍ନ ସ୍ଥାନରେ ରହୁଥିଲା। ପରିଣାମସ୍ୱରୂପ ଟ୍ରେନ୍ ପହଞ୍ଚିବାରେ ବିଳମ୍ୱ ହେଉଥିଲା।
ଅଧିକ ପ୍ରମାଣ ପାଇଁ ନିଜେ ମାଜିଷ୍ଟ୍ରେଟ୍ ମିଣ୍ଟୁ ଟ୍ରେନର ମୋଟରମ୍ୟାନ କ୍ୟାବିନରେ ବେଆଇନ ଭାବରେ ଯାତ୍ରା କରି ଟ୍ରେନ ବିଳମ୍ୱର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ମୋଟର ମ୍ୟାନ୍ ଏବଂ ଟ୍ରେନ ଗାର୍ଡଙ୍କୁ ତାଙ୍କ କୋର୍ଟକୁ ଆସି ଟ୍ରେନ ବିଳମ୍ୱର ରିପୋର୍ଟ ଦେବାକୁ ମୌଖିକ ଭାବରେ ନିର୍ଦ୍ଦେଶ ଦେଇଥିଲେ।
ମାଜିଷ୍ଟ୍ରେଟଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ ରେଳ କର୍ମଚାରୀ। ଏମିତିକି ସିଆଲଦା ଷ୍ଟେସନରେ ଟ୍ରେନ ସେବା କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ଏହାପରେ ସରକାର ମଲ୍ଲିକଙ୍କୁ ନିଲମ୍ୱିତ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ରାଜ୍ୟପାଳ ମଧ୍ୟ ଶ୍ରୀ ମଲ୍ଲିକଙ୍କ ଅପିଲକୁ ଖାରଜ କରି ଦେଇଥିଲେ। ଶେଷରେ ୨୦୧୭ରେ କ୍ୟାଲକାଟା  ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମିଣ୍ଟୁ ମଲ୍ଲିକ। ଏଠି ବି ଜଣେ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମିଣ୍ଟୁଙ୍କ ଅପିଲକୁ ଖାରଜ କରିଦେଇଥିଲେ। ଏହାପରେ ଦୁଇ ଜଣିଆ ବିଚାରପତି ନିଯୁକ୍ତି କରି ପୁନଃ ଶୁଣାଣି ପାଇଁ ନିବେଦନ କରିଥିଲେ ଶ୍ରୀ ମଲ୍ଲିକ। ଗତ ସପ୍ତାହରେ ହାଇକୋର୍ଟରେ ଶୁଣାଣି ବେଳେ ଓକିଲ ଦେବା ବଦଳରେ ଶ୍ରୀ ମଲ୍ଲିକ ନିଜେ ନିଜ ପକ୍ଷ ରଖିଥିଲେ।
ହାଇକୋର୍ଟ ଉଭୟ ତଳ କୋର୍ଟ ଏବଂ ମିଣ୍ଟୁଙ୍କ ପକ୍ଷ ଶୁଣିବା ପରେ ମିଣ୍ଟୁଙ୍କ ବିରୋଧରେ ତଳ କୋର୍ଟ ନେଇଥିବା ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏପରିକି ହାଇକୋର୍ଟ ନିଜ ବିରୋଧରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲେ। ରାଜ୍ୟ ସରକାରଙ୍କୁ ମିଣ୍ଟୁଙ୍କ ୧୨ ବର୍ଷର ଦରମାର ୭୫ ପ୍ରତିଶତ ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାଜିଷ୍ଟ୍ରେଟ ମିଣ୍ଟୁଙ୍କୁ ନିଜ କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିଥିବାରୁ ତାଙ୍କୁ ଚେତାବନୀ ଦେଇଛନ୍ତି। ଏହି ରାୟ ଆସିବା ପରେ ମିଣ୍ଟୁ ମଲ୍ଲିକ୍ ପୁଣି ତାଙ୍କ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story