ଚିଦାମ୍ବରମ ପରିବାରକୁ ମାଡ୍ରାସ ହାଇକୋର୍ଟଙ୍କ ଆଶ୍ୱସ୍ତି

ଚେନ୍ନାଇ: କଳାଧନ ମାମଲାରେ ଆୟକର ବିଭାଗ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ଯେଉଁ ଅନୁମତି ଦେଇଥିଲେ ତାକୁ ମାଡ୍ରାସ୍‌ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଆୟକର ବିଭାଗର ଏଭଳି ନିଷ୍ପତ୍ତି ବିରୋଧରେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଓ ବୋହୂ ଶ୍ରୀନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ୍‌ ଏସ୍‌ ମଣିକୁମାର ଓ ଜଷ୍ଟିସ୍‌ ସୁବ୍ରମଣିଅମ ପ୍ରସାଦଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି […]

c

c

Hemant Lenka
  • Published: Friday, 02 November 2018
  • Updated: 02 November 2018, 06:10 PM IST

Sports

Latest News

ଚେନ୍ନାଇ: କଳାଧନ ମାମଲାରେ ଆୟକର ବିଭାଗ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ଯେଉଁ ଅନୁମତି ଦେଇଥିଲେ ତାକୁ ମାଡ୍ରାସ୍‌ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଆୟକର ବିଭାଗର ଏଭଳି ନିଷ୍ପତ୍ତି ବିରୋଧରେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଓ ବୋହୂ ଶ୍ରୀନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଜଷ୍ଟିସ୍‌ ଏସ୍‌ ମଣିକୁମାର ଓ ଜଷ୍ଟିସ୍‌ ସୁବ୍ରମଣିଅମ ପ୍ରସାଦଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ଏବଂ ଅପରାଧୀକ ମାମଲାର ତଦନ୍ତ ହୋଇପାରିବ ନାହିଁ ବୋଲି କହିଛନ୍ତି ଖଣ୍ଡପୀଠ।

ଅକ୍ଟୋବର ୧୨ରେ ମାଡ୍ରାସ ହାଇକୋର୍ଟ ଚିଦାମ୍ବରମ୍‌ଙ୍କ ପରିବାର ଲୋକ କୋର୍ଟରେ ହାଜର ହେବା ବିପକ୍ଷରେ ରାୟ ଦେଇଥିଲେ। ବିଦେଶରେ ଥିବା ସମ୍ପତ୍ତି ସମ୍ପର୍କରେ ଏମାନେ ତଥ୍ୟ ସାର୍ବଜନୀନ କରି ନଥିବା ଅଭିଯୋଗ ହୋଇଥିଲା। ଫଳରେ ଆୟକର ବିଭାଗର ଏଭଳି ଅପରାଧିକ ମାମଲା ରୁଜୁ କରିବାକୁ କହିଥିଲେ। ଏହି ୩ ଜଣଙ୍କର ବ୍ରିଟେନ୍‌ରେ ୫.୩୭ କୋଟି ଟଙ୍କା ମୂଲ୍ୟର ଅଘୋଷିତ ସମ୍ପତ୍ତି ରହିଥିବା ଆୟକର ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story