ମହଙ୍ଗା ପଡିଲା ମହିଳାଙ୍କୁ ମାଡ ମାରିବା, ବର୍ହିଷ୍କୃତ ହେଲେ ଟ୍ରାଫିକ୍  କନେଷ୍ଟବଳ

ଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କ ଆକ୍ରମଣ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏ ସଂପର୍କିତ ଖବର ଓ ଭିଡ଼ିଓ ପଦାକୁ ଆସିବା ପରେ ବିଭିନ୍ନ ମହଲରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ଦିଲ୍ଲୀର ପୂର୍ବତନ ପୋଲିସ୍ କମିଶନର, ଘଟଣାକୁ ଲଜ୍ଜାଜନକ କହିଛନ୍ତି। ଏହି ଘଟଣା ସୋସିଆଲ୍ ମେଡିଆକୁ ଆସିବା ପରେ ଦିଲ୍ଲୀ ପୋଲିସ୍ ସଂପୃକ୍ତ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ୍ କରିଯାଇଛି। ତେବେ ଗୋଟିଏ […]

delhi traffic police

delhi traffic police

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 06:42 AM IST

Sports

Latest News

ଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କ ଆକ୍ରମଣ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏ ସଂପର୍କିତ ଖବର ଓ ଭିଡ଼ିଓ ପଦାକୁ ଆସିବା ପରେ ବିଭିନ୍ନ ମହଲରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ଦିଲ୍ଲୀର ପୂର୍ବତନ ପୋଲିସ୍ କମିଶନର, ଘଟଣାକୁ ଲଜ୍ଜାଜନକ କହିଛନ୍ତି। ଏହି ଘଟଣା ସୋସିଆଲ୍ ମେଡିଆକୁ ଆସିବା ପରେ ଦିଲ୍ଲୀ ପୋଲିସ୍ ସଂପୃକ୍ତ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ୍ କରିଯାଇଛି।

ତେବେ ଗୋଟିଏ ଘଟଣା ପାଇଁ ପୁରା ଦିଲ୍ଲୀ ପୋଲିସ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସେହିପରି ମହିଳା ସଂଗଠନ ପକ୍ଷରୁ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ସୂଚନା ଅନୁସାରେ ଗତକାଲି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜଣେ ମହିଳାଙ୍କଠୁ ପୋଲିସ୍ ଫ।ଇନ୍ ନେଇଥିଲା। କିନ୍ତୁ ରସିଦ୍ ମାଗିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ମହିଳା ପ୍ରଥମେ ଟ୍ରାଫିକ୍ କନେଷ୍ଟବଳଙ୍କ ବାଇକ୍ ଉପରକୁ ଏକ ଟେକା ଫିଙ୍ଗିଥିବା ଅଭିଯୋଗ ହେଲା। ଏଥିରେ ଉତ୍କକ୍ଷିପ୍ତ ହୋଇ ଟ୍ରାଫିକ୍ କନେଷ୍ଟବଳ ଜଣକ ମହିଳାଙ୍କୁ ଏକ ବଡ଼ ଇଟା ଫିଙ୍ଗିଥିଲେ, ଯାହା ତାଙ୍କ ପିଠିରେ ବାଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story