ମହାରାଣୀ ଏଲିଜାବେଥଙ୍କ ଜନ୍ମ ଦିନ ଦେଖିଲେ ଯୁବରାଜ ଜର୍ଜ

ଲଣ୍ଡନ: ଯୁବରାଜ ଜର୍ଜ ତାଙ୍କ ଜେଜେମା’ ମହାରାଣୀ ଏଲିଜାବେଥଙ୍କ ଜନ୍ମ ଦିନରେ ଆୟୋଜିତ ପରେଡ ପ୍ରଥମ ଥର ଦେଖିଛନ୍ତି। ବ୍ରିଟିଶ୍ ରାଜପରିବାରର ତୃତୀୟ ପିଢୀର ଏହି ଦୁଇବର୍ଷର ପିଲା ବାଙ୍କିହମ୍ ପ୍ୟାଲେସ ବାଲକୋନିରେ ବାପାଙ୍କ କୋଳରେ ରହି ମହାରାଣୀ ଏବଂ ତାଙ୍କ ସ୍ୱାମୀ ଡିୟୁକ୍ ଅଫ୍ ଆଡ଼େନବର୍ଗଙ୍କ ଘୋଡା ଗାଡିରେ ଆସିବା ଦେଖିଥିଲେ। ଏହି ସମୟରେ ପ୍ରିନ୍ସ ଜର୍ଜ ତାଙ୍କ ପରିବାରଙ୍କ ସହ ଉପସ୍ଥିତ ଥିଲେ। ପ୍ରିନ୍ସ ଜର୍ଜଙ୍କ ମା’ କ୍ୟାଟ୍ ମିଡଲଟନ୍ ଗତ ମାସ ରାଜକୁମାରୀ […]

prince

prince

Rakesh Mallick
  • Published: Sunday, 14 June 2015
  • Updated: 04 May 2017, 03:45 PM IST

Sports

Latest News

ଲଣ୍ଡନ: ଯୁବରାଜ ଜର୍ଜ ତାଙ୍କ ଜେଜେମା’ ମହାରାଣୀ ଏଲିଜାବେଥଙ୍କ ଜନ୍ମ ଦିନରେ ଆୟୋଜିତ ପରେଡ ପ୍ରଥମ ଥର ଦେଖିଛନ୍ତି। ବ୍ରିଟିଶ୍ ରାଜପରିବାରର ତୃତୀୟ ପିଢୀର ଏହି ଦୁଇବର୍ଷର ପିଲା ବାଙ୍କିହମ୍ ପ୍ୟାଲେସ ବାଲକୋନିରେ ବାପାଙ୍କ କୋଳରେ ରହି ମହାରାଣୀ ଏବଂ ତାଙ୍କ ସ୍ୱାମୀ ଡିୟୁକ୍ ଅଫ୍ ଆଡ଼େନବର୍ଗଙ୍କ ଘୋଡା ଗାଡିରେ ଆସିବା ଦେଖିଥିଲେ। ଏହି ସମୟରେ ପ୍ରିନ୍ସ ଜର୍ଜ ତାଙ୍କ ପରିବାରଙ୍କ ସହ ଉପସ୍ଥିତ ଥିଲେ।

ପ୍ରିନ୍ସ ଜର୍ଜଙ୍କ ମା’ କ୍ୟାଟ୍ ମିଡଲଟନ୍ ଗତ ମାସ ରାଜକୁମାରୀ କାଲରେଟଙ୍କ ଜନ୍ମ ପରେ ପ୍ରଥମ ଥର ପାରମ୍ପରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାରମ୍ପରିକ ଭାବେ ମହାରାଣୀଙ୍କ ଜନ୍ମ ଦିନ ଜୁନ ମଧ୍ୟ ଭାଗରେ ପାଳନ ହୋଇଥାଏ । ଯେତେବେଳେ କି ତାଙ୍କର ପ୍ରକୃତ ଜନ୍ମ ଦିନ ୨୧ ଏପ୍ରିଲରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story