ମହାକାଶଯାନ ଆରଏଲଭି-ଟିଡିର ସଫଳ ପରୀକ୍ଷଣ

ଶ୍ରୀହରିକୋଟା: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମହାକାଶଯାନ ଆରଏଲଭି-ଟିଡିର ଆଜି ସଫଳ ପରୀକ୍ଷଣ କରାଯାଇଛି। ଏହି ରି-ୟୁଜେବଲ୍‌ ଲଞ୍ଚ୍‌ ଭେଇକିଲ୍‌କୁ ଆଜି ସକାଳ ୭ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ମହାକାଶକୁ ପଠାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ  ପକ୍ଷରୁ କୁହାଯାଇଛି। ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଭେଇକିଲ୍ ପ୍ରସ୍ତୁତ ଦିଗରେ ଏହି ପରୀକ୍ଷଣକୁ ପ୍ରଥମ ସୋପାନ ଭାବେ ବିବେଚନା କରାଯାଉଛି। ୧ ଦଶମିକ  ୭ ଟନ୍ ଓଜନର ଏହି ମହାକାଶଯାନ ନିର୍ମାଣରେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। […]

isro

isro

Rakesh Mallick
  • Published: Monday, 23 May 2016
  • Updated: 23 May 2016, 04:35 AM IST

Sports

Latest News

ଶ୍ରୀହରିକୋଟା: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମହାକାଶଯାନ ଆରଏଲଭି-ଟିଡିର ଆଜି ସଫଳ ପରୀକ୍ଷଣ କରାଯାଇଛି। ଏହି ରି-ୟୁଜେବଲ୍‌ ଲଞ୍ଚ୍‌ ଭେଇକିଲ୍‌କୁ ଆଜି ସକାଳ ୭ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ମହାକାଶକୁ ପଠାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ  ପକ୍ଷରୁ କୁହାଯାଇଛି। ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଭେଇକିଲ୍ ପ୍ରସ୍ତୁତ ଦିଗରେ ଏହି ପରୀକ୍ଷଣକୁ ପ୍ରଥମ ସୋପାନ ଭାବେ ବିବେଚନା କରାଯାଉଛି। ୧ ଦଶମିକ  ୭ ଟନ୍ ଓଜନର ଏହି ମହାକାଶଯାନ ନିର୍ମାଣରେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁନଃ ବ୍ୟବହାରଯୋଗ୍ୟ ଏହି ଲଞ୍ଚ୍‌ ଭେଇକଲ୍ ଦ୍ୱାରା  ମହାକାଶକୁ ଉପଗ୍ରହ ପ୍ରେରଣ ଖର୍ଚ୍ଚ ଦଶଗୁଣ କମିଯିବ ବୋଲି ଇସ୍ରୋ କହିଛି।

୨୦୧୧ ମସିହାରୁ ଆମେରିକା ଏହାର ଆରଏଲଭି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି। ସେ ଦୃଷ୍ଟିରୁ  ଇସ୍ରୋ ଆରଏଲ୍‌ଭି କାର୍ଯ୍ୟକ୍ରମ ଗୁରୁତ୍ୱ ରଖୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story