ପିଏମ୍ କେୟାର ଫଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲିଖିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଲୋକଙ୍କ ସହାୟତା ପାଇଁ ପିଏମ୍ କେୟାର ଫଣ୍ଡ ତିଆରି ହୋଇଥିଲା। ବିଭିନ୍ନ ସମୟରେ ପିଏମ୍ କେୟାର ଫଣ୍ଡର ସ୍ୱଚ୍ଛତାକୁ ନେଇ ବିରୋଧୀ ସମେତ ସାମାଜିକ କର୍ମୀ ପ୍ରଶ୍ନ ଉଠାଇବା ପରେ ଏବେ ୧୦୦ ଜଣିଆ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବାବଦରେ ଚିଠି ଲେଖି ଜଣାଇଛନ୍ତି। ଯେଉଁଥିରେ ସ୍ୱଚ୍ଛତା ଉପରେ ଉଠୁଥିବା ପ୍ରଶ୍ନ ଉଜାଗର କରିଛନ୍ତି ଏହି ପୂର୍ବତନ ପ୍ରଶାସିନକ ଅଧିକାରୀ। ପୂର୍ବତନ ସରକାରୀ କର୍ମଚାରୀମାନେ ଏହି […]

PM-modi-launches-labs

PM-modi-launches-labs

Subhransu Sekhar
  • Published: Monday, 18 January 2021
  • Updated: 18 January 2021, 09:53 AM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଲୋକଙ୍କ ସହାୟତା ପାଇଁ ପିଏମ୍ କେୟାର ଫଣ୍ଡ ତିଆରି ହୋଇଥିଲା। ବିଭିନ୍ନ ସମୟରେ ପିଏମ୍ କେୟାର ଫଣ୍ଡର ସ୍ୱଚ୍ଛତାକୁ ନେଇ ବିରୋଧୀ ସମେତ ସାମାଜିକ କର୍ମୀ ପ୍ରଶ୍ନ ଉଠାଇବା ପରେ ଏବେ ୧୦୦ ଜଣିଆ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବାବଦରେ ଚିଠି ଲେଖି ଜଣାଇଛନ୍ତି। ଯେଉଁଥିରେ ସ୍ୱଚ୍ଛତା ଉପରେ ଉଠୁଥିବା ପ୍ରଶ୍ନ ଉଜାଗର କରିଛନ୍ତି ଏହି ପୂର୍ବତନ ପ୍ରଶାସିନକ ଅଧିକାରୀ।

ପୂର୍ବତନ ସରକାରୀ କର୍ମଚାରୀମାନେ ଏହି ଚିଠିରେ କହିଛନ୍ତି ଯେ ଜନସାଧାରଣଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ। ଏହି କାରଣରୁ ସମସ୍ତ ରସିଦ ଏବଂ ଖର୍ଚ୍ଚର ଆର୍ଥିକ ବିବରଣୀ ଉପଲବ୍ଧ କରାଇବା ଆବଶ୍ୟକ। ପିଏମ୍ କେୟାର ଫଣ୍ଡ ସହ ପ୍ରଧାନମନ୍ତ୍ରୀ ଜଡିତ। ତେଣୁ ସମସ୍ତ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରାଇବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ।

ପୂର୍ବତନ ପ୍ରଶାସନିକ ଅଧିକାରୀ ଅନୀତା ଅଗ୍ନିହୋତ୍ରୀ, ଏସପି ଆମ୍ୱ୍ରୋସେ, ଶରଦ ବେହର, ସଜ୍ଜଦ ହାସନ, ହର୍ଷ ମଣ୍ଡେର, ପି ଜୟ ଓମ୍ମେନ୍, ଅରୁଣା ରୟ ଏହଂ ପୂର୍ବତନ କୂଟନୀତିଜ୍ଞ ମଧୁ ଭଦୁରୀ, କିଏପ୍ ଫାବିଆନ୍, ଦେବ ମୁଖାର୍ଜୀ ଏବଂ ଅନ୍ୟ ଅଧିକାରୀ ଦସ୍ତଖତ କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story