ସୁରକ୍ଷା ବଳୟ ଭେଦ କରି ରାଜନାଥଙ୍କ କନଭୟ ଆଗରେ ପହଞ୍ଚିଲେ ବ୍ୟକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି। ରାଜନାଥଙ୍କ ସୁରକ୍ଷା ବଳୟକୁ ଭେଦ କରି ଜଣେ ସାଧାରଣ ବ୍ୟକ୍ତି ସିଧା ତାଙ୍କ କନଭୟ ଆଗରେ ପହଞ୍ଚି ବାଟ ଓଗାଳିଛନ୍ତି। ଏଥିସହ ସେ ରାଜନାଥଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିବା ଦାବି କରିଛନ୍ତି। ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଭେଟିବାକୁ ଚାହିଁଥିଲେ। ଏଥିପାଇଁ ସେ ସଂସଦର ସୁରକ୍ଷା ବଳୟ ଭେଦ କରି ସିଧା ରାଜନାଥ ସିଂହଙ୍କ କନଭୟ […]

sv

sv

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି। ରାଜନାଥଙ୍କ ସୁରକ୍ଷା ବଳୟକୁ ଭେଦ କରି ଜଣେ ସାଧାରଣ ବ୍ୟକ୍ତି ସିଧା ତାଙ୍କ କନଭୟ ଆଗରେ ପହଞ୍ଚି ବାଟ ଓଗାଳିଛନ୍ତି। ଏଥିସହ ସେ ରାଜନାଥଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିବା ଦାବି କରିଛନ୍ତି।

ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଭେଟିବାକୁ ଚାହିଁଥିଲେ। ଏଥିପାଇଁ ସେ ସଂସଦର ସୁରକ୍ଷା ବଳୟ ଭେଦ କରି ସିଧା ରାଜନାଥ ସିଂହଙ୍କ କନଭୟ ଆଗରେ ପହଞ୍ଚି ଯାଇଥିଲେ।

ସେ ରାଜନାଥ ସିଂହଙ୍କୁ ଦେଖା କରିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏବେ ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବଳୟ ଭେଦ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି। ହେଲେ ତାଙ୍କ ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story