‘ମନ୍‌ କି ବାତ୍‌’ରେ ଭାରତୀୟ ନାରୀଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଯାଜୁଗର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୩ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ରିଓ ଅଲିମ୍ପିକ୍‌ରେ ଦେଶ ପାଇଁ ଗୌରବ ଆଣିଥିବାରୁ ମହିଳା ଖେଳାଳିମାନଙ୍କୁ ମୋଦି ସାଧୁବାଦ ଜଣାଇଥିଲେ। ଗତକାଲି ଧ୍ୟାନଚାନ୍ଦଙ୍କ ଜନ୍ମ ତିଥି। ଏହିଦିନକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମୋଦି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, “ଧ୍ୟାନଚାନ୍ଦ ଜୀ ଦେଶଭକ୍ତି ଓ ଖେଳ ଭାବନାର ଏକ ଜୀବନ୍ତ […]

mannkibaat

mannkibaat

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 01:26 PM IST

Sports

Latest News

ନୂଆଦିଲ୍ଲୀ: ଯାଜୁଗର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୩ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ରିଓ ଅଲିମ୍ପିକ୍‌ରେ ଦେଶ ପାଇଁ ଗୌରବ ଆଣିଥିବାରୁ ମହିଳା ଖେଳାଳିମାନଙ୍କୁ ମୋଦି ସାଧୁବାଦ ଜଣାଇଥିଲେ।

ଗତକାଲି ଧ୍ୟାନଚାନ୍ଦଙ୍କ ଜନ୍ମ ତିଥି। ଏହିଦିନକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମୋଦି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, “ଧ୍ୟାନଚାନ୍ଦ ଜୀ ଦେଶଭକ୍ତି ଓ ଖେଳ ଭାବନାର ଏକ ଜୀବନ୍ତ ଉଦାହରଣ ଥିଲେ।”

ମୋଦି କହିଛନ୍ତି, “ଆମ ଝିଅମାନେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ଆଉ ଥରେ ପ୍ରମାଣ କରି ଦେଖାଇଛନ୍ତି। ଯାହାର ଉଦାହରଣ ହେଉଛି ରିଓ ଅଲିମ୍ପିକ। ରିଓ ଅଲିମ୍ପିକ୍‌ରେ ଆମକୁ ଆଶାନୁରୂପ ସଫଳତା ମିଳି ନ ଥିଲେ ମଧ୍ୟ ବିଭିନ୍ନ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଛୁ। କ୍ରୀଡାରେ ସୁଧାର ଆଣିବା ପାଇଁ ମୁଁ ଏକ କମିଟି ଘୋଷଣା କରିଛି। ଅନ୍ୟ ଦେଶ ଗୁଡ଼ିକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ କେମିତି ପ୍ରସ୍ତୁତି କରୁଛନ୍ତି ଏହି କମିଟି ତାର ସମୀକ୍ଷା କରିବ। ୨୦୨୦, ୨୦୨୪ ଓ ୨୦୨୮ରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ଆମକୁ ଚିନ୍ତା କରି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ।”

ଗୁରୁ  ଦିବସ ପୂର୍ବରୁ ମୋଦି ଭାରତ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କୁ ମନେ ପକାଇଛନ୍ତି। ଆଜି ବି ମୋ ପାଖକୁ ମୋ ଶିକ୍ଷକଙ୍କ ଚିଠି ପ୍ରତିମାସରେ ଆସୁଛି ବୋଲି ମୋଦି ଏହି ଅବସରରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story