ସାପ ଓ ମୂଷାକୁ ମାରି ଖାଇଲା ବିଜୁ, ବାନ୍ଧିଲା ପୁଲିସ

ଥିରୁଅନନ୍ତପୁରମ: ଯେଉଁ ସାପ, ମୂଷାକୁ ଦେଖିଲେ ମଣିଷ ଛାନିଆ ହୋଇଯାଏ ସେହି ଜୀନ୍ତୁକୁ ମାରି ଖାଇଛି। ଖବରଟି ଅଜବ ଲାଗୁଥିଲେ ବି ସତ। କେରଳର ଏରନାକୁଲମ ଜିଲ୍ଲାର କୋଠାମଙ୍ଗଲମ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ତେବେ ପୁଲିସ ସାପ ଓ ମୂଷାକୁ ମାରି ଖାଇବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ସାପ ମାଂସ ବିକ୍ରି କରିବାକୁ ଯୋଜନା କରୁଥିବାରୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଯୁବକଟିର ନାମ ଭିଜେ ବିଜୁ, ଘର ଏରନାକୁଲମ […]

indian rat snake-compresse

indian rat snake-compresse

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 10:52 PM IST

Sports

Latest News

ଥିରୁଅନନ୍ତପୁରମ: ଯେଉଁ ସାପ, ମୂଷାକୁ ଦେଖିଲେ ମଣିଷ ଛାନିଆ ହୋଇଯାଏ ସେହି ଜୀନ୍ତୁକୁ ମାରି ଖାଇଛି। ଖବରଟି ଅଜବ ଲାଗୁଥିଲେ ବି ସତ। କେରଳର ଏରନାକୁଲମ ଜିଲ୍ଲାର କୋଠାମଙ୍ଗଲମ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ତେବେ ପୁଲିସ ସାପ ଓ ମୂଷାକୁ ମାରି ଖାଇବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ସାପ ମାଂସ ବିକ୍ରି କରିବାକୁ ଯୋଜନା କରୁଥିବାରୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଯୁବକଟିର ନାମ ଭିଜେ ବିଜୁ, ଘର ଏରନାକୁଲମ ଜିଲ୍ଲାର ନେରିଆମଙ୍ଗଲମ।

ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଜୁ ପ୍ରଥମେ ସାପ ଏବଂ ମୂଷାକୁ ପ୍ରଥମେ ଧରିଥିଲା। ଏହାପରେ ଏହି ଜନ୍ତୁକୁ ମାରି ନିଜ ଘରେ ରୋଷେଇ କରିଥିଲା। ପରେ ଏହି ସାପ ଏବଂ ମୂଷା ମାଂସକୁ ଅଜଗର ମାଂସ କହି ବିକ୍ରି ପାଇଁ ଉଦ୍ୟମ କରିଥିଲା। ସାଧାରଣତଃ ଏଠିକାର ଲୋକମାନେ ଅଜଗର ସାପର ମାଂସ ଖାଇବା ପାଇଁ ଖୋଜନ୍ତି। ହେଲେ ଅଜଗର ନପାଇଲେ ଅନ୍ୟ ଯେକୌଣସି ସାପକୁ ମାରି ରୋଷେଇ କରିବା ପରେ ଅଜଗର ମାଂସ କହି ବିକ୍ରି କରୁଥିବାର ନଜିର ରହିଛି। ବିଜୁ ମଧ୍ୟ କିଛି ଲୋକଙ୍କୁ ଅଜଗର ମାଂସ ବିକ୍ରି ନେଇ ମୁହଁରେ କହିଥିଲା। ହେଲେ ଏ ନେଇ ବନ ଅଧିକାରୀଙ୍କ କାନରେ ଖବର ପହଞ୍ଚିବା ପରେ ରେଡ୍ କରି ପୁଲିସ ବିଜୁକୁ ଗିରଫ କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story