ମନମୋହନ ସିଂଙ୍କୁ ଖରାପ ଶବ୍ଦ ବ୍ୟବହାର କରି ବିବାଦରେ ରାଜସ୍ଥାନର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ କଟାରିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖରାପ ଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଛନ୍ତି। କଟାରିଆ ଏକ ସଭାରେ ୩୨ ମିନିଟ୍‌ର ଭାଷଣରେ  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ଆଠଥର ଖରାପ ଶଦ୍ଦ ବ୍ୟବହାର କରିଥିବା ନେଇ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହପରେ କଟାରିଆ ଟ୍ୱିଟ୍‌ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, “ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ମୁଁ କିଛି ବିବାଦୀୟ […]

kataria

kataria

Rakesh Mallick
  • Published: Monday, 20 June 2016
  • Updated: 20 June 2016, 03:05 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ କଟାରିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖରାପ ଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଛନ୍ତି। କଟାରିଆ ଏକ ସଭାରେ ୩୨ ମିନିଟ୍‌ର ଭାଷଣରେ  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ଆଠଥର ଖରାପ ଶଦ୍ଦ ବ୍ୟବହାର କରିଥିବା ନେଇ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହପରେ କଟାରିଆ ଟ୍ୱିଟ୍‌ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, “ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ମୁଁ କିଛି ବିବାଦୀୟ ଭାଷଣ ଦେଇ ନାହିଁ। ଯଦି କାହାକୁ ଖରାପ ଲାଗିଥାଏ ମୁଁ ଦୁଃଖ ପ୍ରକାଶ କରୁଛି।”

ଗତକାଲି ରାଜସ୍ଥାନର ଚୁରୁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ସଭାରେ  ଦଳର କିଛି କାର୍ଯ୍ୟକର୍ତ୍ତା ଓ ୬ ଜଣ ମନ୍ତ୍ରୀଙ୍କ ସମ୍ମୁଖରେ କଟାରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଖରାପ ଶଦ୍ଦରେ ସମାଲୋଚନା କରିଥିବା ଜଣାପଡ଼ିଛି।

ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିବା ସହ ବିଜେପିର ସଦସ୍ୟମାନେ ସମ୍ମାନ ଦେବା ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିବା ସୋସିଆଲ୍ ମିଡିଆରେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story